କାହାକୁ ଲକ୍ଷ୍ୟ କରି କଟକ ବିଜେଡି ସାଂସଦ ‘ଫାଉଲ’ ଶବ୍ଦ ବ୍ୟବହାର କଲେ?
କଟକ: ବିଜୁ ଜନତା ଦଳ (ବିଜେଡି) ସାଂସଦ ଭତ୍ତୃହରୀ ମହତାବଙ୍କ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଥିବା ପରାମର୍ଶ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଏକ ସମାବେଶକୁ…