ଭାଷା ଭାଗବତ : ନୂଆ ଜ୍ଞାନୋଦୟ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯଂତ୍ର ବିନା ବି ବହୁ ତତ୍ତ୍ବ
ସେକାଳେ ହେଲା ଆବିଷ୍କୃତ
ଲୋକେ ହୋଇଲେ ଉପକୃତ
ଏହା ହିଁ ଆଦିମୂଳ ସତ୍ୟ
ଏହା ହିଁ ଜ୍ଞାନର ଆଧାର
ବିଜ୍ଞାନ ପ୍ରୟୋଗ-ନିର୍ଭର
ଜ୍ଞାନ ପାଇଁ ଲୋଡ଼ା ମନନ
ବିଜ୍ଞାନ…