Latest Odisha News

BREAKING NEWS

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍

ଭୁବନେଶ୍ୱର: ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍। ରାଜଧାନୀ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ କଳିଙ୍ଗ ପୁସ୍ତକମେଳାର ସଭାରେ ବିଶ୍ୱଭୂଷଣ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ରାଜ୍ୟପାଳ ବିଶ୍ୱଭୂଷଣଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତକାଟ୍ ହୋଇଥିବା ଦେଖିବାକୁ ମିଳିଛି। ତେବେ…

ଜୁସ୍ ପିଇ ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନ୍‌ଲିସା

ଭୁବନେଶ୍ୱର: ଆମରଣ ଅନଶନ ଭାଙ୍ଗିଲେ ଚଳଚ୍ଚିତ୍ର ପ୍ରଯୋଜିକା ସନ୍‌ଲିସା ପଟେଲ । ୩ ଦିନ ହେଲା ସେ ୫ ଦଫା ଦାବି ନେଇ ଅନଶନରେ ବସିଥିଲେ । ଆଜି ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରଯୋଜିକା ସନଲିସା ପଟେଲ୍ ବସିଥିବା ଆମରଣ ଅନଶନସ୍ଥଳରେ ପହଞ୍ଚିଥିଲେ । ସେ…

ସଂସଦରେ ଶୀତକାଳୀନ ଅଧିବେଶନ: ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ସ୍ୱରୂପ ସରକାର ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ବର୍ତ୍ତମାନ ନିର୍ବାଚନ…

କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା, ଚାରି ଛାତ୍ରଛାତ୍ରୀ ମୃତ,୪୬ ଆହତ

କୋଚି: କୋଚି ବିଶ୍ୱ ବିଦ୍ୟାଳୟରେ ଦଳାଚକଟା ଘଟି ଚାରି ଜଣଙ୍କ ମୃତ୍ୟୁ ହୋଇଛି । କାଲାମାସେରି କ୍ୟାମ୍ପସରେ ଏକ ଇଭେଣ୍ଟ ଚାଲିଥିବା ସମୟରେ ଏହି ଦଳାଚକଟା ହୋଇଥିଲା । ଫଳରେ କୋଚି ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଚାରି ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଆଉ ୪୮ ଜଣ ଆହତ…

ପ୍ରଶ୍ନ ପାଇଁ ଟଙ୍କା: ଟିଏମସି ସାଂସଦଙ୍କ ବିରୋଧରେ ସିବିଆଇ ଆରମ୍ଭ କଲା ତଦନ୍ତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ଅଡୁଆ ବଢିବାରେ ଲାଗିଛି। ବର୍ତ୍ତମାନ ସିବିଆଇ ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ। ଶନିବାର ସିବିଆଇ ଲୋକସଭା ସଦସ୍ୟଙ୍କ ବିରୋଧରେ ତଦନ୍ତ ପାଇଁ ଲୋକପାଲଙ୍କଠାରୁ ନିର୍ଦ୍ଦେଶ ପାଇଛି ଏବଂ ଏହା ପରେ…

ଆମ ରାଜଧାନୀର କଥା: ପୋଲିସ କହୁଛି ମୁଁ ପାଟ୍ରୋଲିଂ କରୁଛି, ସେପଟେ ଲୁଟପାଟ କରି ଡକାୟତ ଫେରାର..

ଭୁବନେଶ୍ୱର: ରାଜଧାନୀରେ କମିସନରେଟ ପୋଲିସକୁ ଡରୁନାହାନ୍ତି ଅପରାଧୀ! ଏ କଥା କହିବାର କାରଣ ହେଲା ରାଜଧାନୀରେ ରାତିରେ ଘରେ ପଶି ଡକାୟତି ହୋଇଯାଉଛି କିନ୍ତୁ କମିସନରେଟ ପୋଲିସ ଟେର ପାଉନି ! ସଂଧ୍ୟା ହେଲେ ସାଇରନ ବଜାଇ ନିଜ ଡ୍ଯୁଟିରେ ବେଶ ସକ୍ରିୟ ବା ତତ୍ପରତା ଦେଖାଉଥିବା କମିସନରେଟ…

ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବା ମୋଏ ମୋଏ କେଉଁଠାରୁ ଆସିଛି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ମୋଏ ମୋଏ ଗୀତ । ଶଟ୍ସ ଓ ରିଲ୍ସ କରୁଥିବା ଯୁବପିଢ଼ୀଙ୍କ ଏହା ଏବେ ଏକ ନମ୍ବର ଚାହିଦାରେ ରହିଛି । ତେବେ ଏହି ମୋଏ ମୋଏ ଆସିଛି କେଉଁଠାରୁ ଏବଂ ଏହାର ଅର୍ଥ କଣ ତାହା ଆସନ୍ତୁ ଜାଣିବା । ସର୍ବିୟାର ତେୟା ଡୋରା ଆଲବମ ଡଜାନାମରେ ଏହି ଗୀତ…

ପ୍ରେମିକ ସ୍ତ୍ରୀକୁ ସତ କହିବାକୁ ଯାଇ ଫସିଗଲେ ପ୍ରେମିକା, ଜଙ୍ଗଲରୁ ଉଦ୍ଧାର ହେଲା ୩୧ ଖଣ୍ଡ ବିଖଣ୍ଡିତ ଶରୀର

ନବରଙ୍ଗପୁର: ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ଆଉ ସହଯୋଗର ହାତ ବଢାଇଛନ୍ତି ପ୍ରେମିକର ପତ୍ନୀ । କଥାଟି ଟିକେ ଅବୁଝା ଲାଗୁଛି କିନ୍ତୁ ଏହା ସତ । କହି ରଖୁଛୁ ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣଙ୍କ ଜାଣିଥିଲା ଯେ ସେ ଯାହାକୁ ଭଲ ପାଉଛି ସେ ବିବାହିତ। କିନ୍ତୁ ପରେ ନିଜ ପ୍ରେମ ସମ୍ପର୍କରେ…

କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ନଭେମ୍ବର ୨୮ରୁ ଆରମ୍ଭ ହେବ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି ତେଣୁ ପୂର୍ଣ୍ଣମୀ ପର ଦିନଠାରୁ ଲେଜର ସ୍କାନିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର…

ଆପ୍ ଓଡିଶା ପକ୍ଷରୁ ନୂଆ ରାଜ୍ୟ ସମ୍ପାଦକ ହେଲେ ଅଶୋକ କୁମାର ତ୍ରିପାଠୀ

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ହେଲେ ଅଶୋକ କୁମାର ତ୍ରିପାଠୀ । ଅଶୋକ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ପରିଚିତ । ବର୍ତ୍ତମାନ ସେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ…