Latest Odisha News

BREAKING NEWS

କବିତା : ସ୍ବପ୍ନପ୍ରିୟା-ତୁମ ଗାଁ ବର୍ଷା

ପ୍ରଳୟ ନାୟକ ଉତ୍ତରରେ ହେଇ , ଏ ଦୂର ଦିଗଚକ୍ର ଛୁଇଁ ତୋ ଗାଁ ମଥାନରେ ମେଘ, ଆଉ ଏଠି….. ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ, ଶୁଣୁଛି ମୁଁ ଘୋର ବଜ୍ରନାଦ ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ, ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ ମୋତେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏତେ ଲୋକଙ୍କ ଭିତରୁ କେବଳ ତା’ସହ ହିଁ କାହିଁକି ଏମିତି ଘଟିଲା? ଏ ଯନ୍ତ୍ରଣା ଠକି ହେଇଯାଇଥିବାର, ହାରିଯାଇଥିବାର ଏ ଅନୁଭବ ଏକଦମ ଅସହ୍ୟ ସତରେ । ନିଜର ପ୍ରିୟ ପରିଜନଙ୍କୁ ହରେଇଥିବା ଜଣେ ମଣିଷ ହିଁ ଏ ଯବଣାକୁ…

ଭାଷା ଭାଗବତ : ନିଜର ପଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂକଳ୍ପବଦ୍ଧ ଦୃଢ଼ ଚିତ୍ତ ବାଛିନିଏ ନିଜର ପଥ ହୁଏ ଚିଂତାର ଅଗ୍ରଦୂତ ନ ହୋଇ ବୃଥା ବିଚଳିତ ଏପରି ନିଷ୍ଠାବାନ୍ କବି ମନରେ ନାନା କଥା ଭାବି ତହିଁରୁ ଅଳ୍ପ କିଛି ବାଛି ରଖେ ଅକ୍ଷରାକାରେ ସଂଚି ତତ୍କାଳ ପ୍ରାପ୍ତ ମତାମତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆମେ ଏକାଦଶୀ ନୀତି ବିଷୟରେ ଜାଣିଲେ l ପ୍ରତ୍ୟେକ ଏକାଦଶୀ ତିଥିରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥାଏ l ତେଣୁ ତିନି ଜଣ ଚୁନରା…

ମୋଦୀଙ୍କୁ ମିଳିବ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର, ମୁଖ୍ୟ ଅତିଥି ଶରଦ ପାଓ୍ବାର

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯିବ। ସର୍ବୋଚ୍ଚ ନେତୃତ୍ୱ ତଥା ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଆତ୍ମା ​​ଜାଗ୍ରତ କରିଥିବାରୁ ତାଙ୍କୁ ଏହି ପୁରସ୍କାରରେ…

ଅଣ୍ଟା ତଳକୁ ଯନ୍ତ୍ରଣା ହେଉଛି କହି ହସ୍ପିଟାଲରେ ଭର୍ତ୍ତି, ଏକ୍ସ-ରେ ରିପୋର୍ଟ ଦେଖି ସମସ୍ତେ ତାଜୁବ

ଜୟପୁର: ଏକ ଆଶ୍ଚର୍ଯ୍ୟଜନକ ଖବର ରାଜସ୍ଥାନର ବିକାନେର ସହରରୁ ଆସିଛି। ବିକାନେରରେ ରହୁଥିବା ରାମ କୁମାରଙ୍କର ଏକ୍ସ-ରେ ରିପୋର୍ଟ ପରେ ହୋଇଥିବା ଅପରେସନକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ୟୁପିର ଏହି ମୂଳ ବାସିନ୍ଦା ରାମ କୁମାର ତିନି ଦିନ ହସ୍ପିଟାଲରେ…

ଗାଡି ଭିତରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ଅବକାରୀ ଅଧିକାରୀମାନେ ଏକ ବଡ଼ ଧରଣର ନିଶା କାରବାର ରାକେଟର ପର୍ଦ୍ଦାଫାସ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ସୋମବାର ଜଣଙ୍କୁ ଗିରଫ କରିଛନ୍ତି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିବା ଅବକାରୀ ବିଭାଗର ଏକ…

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା, ପ୍ରତ୍ୟେକ ଗାଁର ବିକାଶରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା…

ସୁନା ପାନ: ଯାହାର ଦାମ୍ ରହିଛି ୯୯୯ ଟଙ୍କା

ଲକ୍ଷ୍ନୌ : କୁହାଯାଏ, ବନାରସୀ ପାନ ଯିଏ ଖାଇଛି ସିଏ ତାର ମହତ୍ତ୍ୱ ଜାଣିଛି । ସେଥିପାଇଁ ବନାରସୀ ପାନକୁ ନେଇ ଅନେକ ଗୀତ ଓ କଥା ତିଆରି ହୋଇଛି । ତେବେ ତାହା ତୁଳନାରେ ଲକ୍ଷ୍ନୌ ପାନ ବି କିଛି କମ୍ ନୁହେଁ । ଏଠି ସୁନା ତିଆରି ପାନ ମିଳୁଛି,ଯାହା ସତରେ ଖୁବ୍ ମହଙ୍ଗା । କାରଣ ଉଭୟ ସୁନା ଓ ରୂପା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାପା ପୁଅ ଓ ଝିଅ ଅବହେଳିତ, ଘର ଆଗରେ ଜମା ହୋଇଛି ଘାସ

କଟକ: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ଭାଇ ଜର୍ଜ ପଟ୍ଟନାୟକଙ୍କ ପୁଅ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ଓ ଭଉଣୀ ଅବହେଳିତ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନକୁ ଲାଗି ରହିଥିବା କଟକରେ ଜରାଜୀର୍ଣ୍ଣ ଅବସ୍ଥାରେ ଆନନ୍ଦ ଭବନକୁ ଲାଗି ଥିବା କୋଠାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ…