ସମ୍ବଲପୁରରେ ପରିତ୍ୟକ୍ତ ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ
ସମ୍ବଲପୁର: ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ବୋରଓ୍ବେଲ ଭିତରେ ଖସି ପଡିଥିବା ନବଜାତ ଶିଶୁ। ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।
ଜଙ୍ଗଲ ଦେଇ ଯାଉଥିବା…