Latest Odisha News

କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ୬୩ ଛାତ୍ର ଓ ଶିକ୍ଷକଙ୍କ ଜାପାନ ଗସ୍ତ

ନୂଆଦିଲ୍ଲୀ: ଶିକ୍ଷାଗତ ଯାତ୍ରା ପାଇଁ ଜାପାନ ଗସ୍ତରେ ଅଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ୬୩ ଛାତ୍ର ଓ ଶିକ୍ଷକ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ଜେଏସ୍ଟି) ଏଜେନ୍ସିର ସହଯୋଗରେ ଶନିବାର ୬୩ ଜଣ ଛାତ୍ର ଏବଂ ଶିକ୍ଷକଙ୍କ ଏକ ଟିମ୍…

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ ଏନଆଇଏ ଓ ଏଟିଏସ ଟିମ

ଭୁବନେଶ୍ୱର: ଓଟିପି ସେୟାରିଂ ନେଇ ପାକିସ୍ତାନ ଲିଙ୍କ ମାମଲାରେ ତନାଘନା । ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଏଟିଏସ ଟିମ । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଜେରା କରିବ ମୁମ୍ବାଇ ଏଟିଏସ୍ ।…

୪ଦିନ ପରେ ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକ

ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା କରିଥିଲେ…

ଶିଶୁ କବିତା : କାଠହଣା

ଗଦାଧର ସାହୁ କାଠହଣା କରେ କାଠରେ କୋରଡ କଷ୍ଟ ଦୂରେଇବା ପାଇଁ, ପରିବାର ସହ ଖୁସିବାସି ହୋଇ କାଠ ଗଣ୍ଡି ଘରେ ଥାଇ । ଥଣ୍ଟରେ ଖୋଳଇ ଯନ୍ତ୍ରପାତି ନାହିଁ ସହଜେ ପତଙ୍ଗ ଛାର, ଯେଉଁ ଭଳି ଘର ସେ ତିଆରି ଥାଏ ତାଠାରୁ ଶିଖୁନି ନର । ଶରୀର ଆକାର ସୁଢଙ୍ଗ କରଇ ପ୍ରବେଶ…

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡିଶା ୨୪ତମ ସ୍ଥାନକୁ ହ୍ରାସ ପାଇବା ପରେ ଶାସକ ଦଳ ପ୍ରତିକ୍ରିୟା ରଖିଛି। ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ,…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ଶନିବାର ଦିନ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି।  ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମସି କର୍ମୀ, ୩ ଜଣ ସିପିଆଇ(ଏମ୍‌) କର୍ମୀ, ବିଜେପିର ୩ ଓ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବାହାରକୁ ମୁଣ୍ଡ କାଢି, ଏପଟସେପଟ ଚାହିଁ ଭଲଭାବରେ ଦେଖିଲା, କେହି ବି ଦେଖାଗଲେନି । ଏଥର କବାଟ ବନ୍ଦକରି ଫେରି ଆସିଲା ବେଳକୁ ଚଟାଣ ଉପରେ ପଡ଼ିଥିବା ଗୋଟେ ଲଫାପା ଉପରେ ତା'ର ନଜର ପଡ଼ିଗଲା । କୌତୁହଳବଶତଃ,…

କବିତା : ଚା’

ସୁଜାତା ମିଶ୍ର ଦୁଇ କପ୍ ବାମ୍ଫ ଉଠା ଗରମ ଚା'ରେ ଆରମ୍ଭ ହେଉ ଆମ ବନ୍ଧୁତା.. କିଛି ତୁମ ଆଡ଼ୁ କିଛି ମୋ ଆଡ଼ୁ ବଢ଼ି ଯିବ ଉଷ୍ମତା ଆଉ ମଧୁରତା.. ଆଉ ଅଚାନକ ଗପର କବାଟ ପଛରେ ଲୁଚି ଯିବ ନୀରବତା..! ଟିକେ ହସିବା ଟିକେ ଋଷିବା.. ଟିକେ ଚା କପ୍ ରେ ଚୁସ୍କି ଦେବା.. ତୁମେ ବିନା…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମଧ୍ୟ ଆଫ୍ରିକାରୁ ଫେରିଲେ ୪ ଓଡିଆ ଯୁବକ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକ ଶନିବାର ସକାଳେ ନିଜର ଜନ୍ମସ୍ଥାନରେ ପହଞ୍ଚିଛନ୍ତି। ଏହି ଯୁବକମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ…

ଭାଷା ଭାଗବତ : ବ୍ୟକ୍ତିତ୍ୱ ଅନେକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତି ହେଲେ ହେଁ ଜଣେ ଲୋକ ବ୍ୟକ୍ତିତ୍ବ ସର୍ବଦା ଅନେକ ରୂପରେ ହୁଏ ପ୍ରକଟିତ ଏହା ଏ ସଂସାରର ସତ ବ୍ୟକ୍ତିଟେ ଦେଇ ମନ, ଧ୍ୟାନ କରିଲେ ବ୍ୟକ୍ତିତ୍ବ ଗଠନ ତହିଁରେ ବହୁ ଉପାଦାନ ଆପେ ହୋଇଥାଆଂତି ଲୀନ କାହାଠୁ ପାଇ ଦୋଷ,…