Latest Odisha News

BREAKING NEWS

ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ

ଭୁବନେଶ୍ଵର: ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣପର୍ବରେ ବିଜେପିର ହାତ ଛାଡି ବିଜେଡିରେ ମିଶିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଭବାନୀଙ୍କ ସହ ଶତାଧିକ ବିଜେପି…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏକାଡେମୀର ସଭାପତି ଜକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ…

ବନ୍ଦ ହେଲା ବଦ୍ରିନାଥ ମନ୍ଦିର ଦ୍ବାର, ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ମନ୍ଦିର

ଉତ୍ତରାଖଣ୍ଡ: ଆଜି ଠାରୁ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଶେଷ ହେଉଛି । ଶୀତକାଳୀନ ପାଇଁ ପ୍ରଥମେ ଗଙ୍ଗୋତ୍ରୀ ଧାମ, ଯମୁନୋତ୍ରୀ ଏବଂ କେଦାରନାଥ ଧାମ ପରେ ଆଜି ସମସ୍ତ ରୀତି ନିତି ଓ ପୂଜାର୍ଚ୍ଚନା ସହିତ ବଦ୍ରିନାଥଧାମର ଦ୍ବାର ବନ୍ଦ କରାଯାଇଛି । ବନ୍ଦ ସମୟରେ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁଙ୍କ…

ବିଶ୍ୱକପ ଫାଇନାଲରେ ଗ୍ଲାମରର ତଡକା ଲଗାଇବେ ପତ୍ନୀ ଗ୍ୟାଙ୍ଗ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ । ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ପତ୍ନୀ ଗ୍ୟାଙ୍ଗ । ସେମାନେ…

କିପରି ହୋଇଥିଲା କାଜୁ କତଲିର ଆବିଷ୍କାର, ଭାରତ ସହ କିପରି ରହିଛି ଏହାର କନେକ୍ସନ୍, ଜାଣନ୍ତୁ…

ଭୁବନେଶ୍ଵର: ସମୟ ଯାହା ବି ହେଉ ନା କାହିଁକି, କାରଣ କିଛି ବି ଥାଉ ବା ନଥାଉ, ମୁହଁରେ ଟିକେ ମିଷ୍ଟାନର ସ୍ଵାଦ ସବୁକିଛି ଭୁଲାଇ ଦେଇଥାଏ । ଆଉ ସେ ମିଠା ଯଦି କାଜୁ କତଲି ହୋଇଥାଏ ତେବେ ତ କଥା ସରିଲା । ଲୋକମାନେ ମାର୍କେଟରେ ବିଭିନ୍ନ ପ୍ରକାରର ମିଠା ତ ଖାଇଥିବେ । କିନ୍ତୁ କାଜୁ କତଲି ସବୁ…

ଆସ ବୁଲିଯିବା ଓଡିଶା: ନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ବିରାଜିଛନ୍ତି ମା’ ବାଲିହରଚଣ୍ଡୀ

ପୁରୀ: ଆସିଛି ପିକନିକ ଋତୁ । ବିଭିନ୍ନ ପର୍ଯ୍ୟଟନ ସ୍ଥଳିରେ ଜମୁଛି ଲୋକଙ୍କ ଭିଡ଼ । ପ୍ରାକୃତିକ ସୋନ୍ଦର୍ଯ୍ୟର ଭରପୁର ମଜା ନେବା ସହ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । ଶିତ ବଢୁଥିବା ବେଳେ ପୁରୀ ବ୍ରହ୍ମଗିରିର ବାଲିହରଚଣ୍ଡୀ ପୀଠ ପାଲଟିଛି ପିକନିକ୍ ହବ । ବଣ ଭୋଜି କରିବା ନିମନ୍ତେ ସହରର…

ଆସନ୍ତାକାଲି ବିଶ୍ବକପ୍ ଫାଇନାଲ ମହାସଂଗ୍ରାମ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ସୁପର ସନଡେରେ ହେବ ସୁପର ଫାଇଟ୍ । ଆସନ୍ତକାଲି ରହିଛି ୨୦୨୩ ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍ । ଗୁଜୁରାଟ୍ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ  ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର । ଯାହାକୁ ସାରା…

ଅମାନିଆଙ୍କୁ ସାବାଡ୍ କରିବାକୁ ରାଜଧାନୀରେ ପୋଲିସର ଧରପଗଡ: ୯୦ ବାଇକ୍ ସିଜ୍

ଭୁବନେଶ୍ବର : ସଡକ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ସର୍ବଦା ପ୍ରୟାସ କରାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବଣ୍ଟା ଯାଉଛି  । ତଥାପି ଲୋକ ଚେତୁନାହାଁନ୍ତି । ଦିନକୁ ଦିନ ବଢୁଛି ଅମାନିଆଙ୍କ ଉତ୍ପାତ୍ତ । ଯାହାକୁ ନେଇ ଆଜି ଆକ୍ସନ ମୁଡକୁ…

ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ ଜର୍ସିକୁ ଗୈରିକ ରଙ୍ଗ କରିଛି ବିଜେପି: ମମତା ବାନାର୍ଜୀ

କଲିକତା: ଭାରତୀୟ କ୍ରିକେଟ୍‌ ଟିମ୍‌ ର ‘ପ୍ରାକ୍ଟିସ୍‌’ ଜର୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ପ୍ରସଙ୍ଗରେ ସିଏମ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ବର୍ତ୍ତମାନ ସବୁକିଛି ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯାଉଛି ବୋଲି ସେ ଅଭିଯୋଗ…

ରାତିରେ ବେସିନରେ ପକେଇ ରଖୁଛନ୍ତି କି ଅଇଁଠା ବାସନ, ତେବେ ହୋଇଯାଆନ୍ତୁ ସାବଧାନ୍…

ଭୁବନେଶ୍ଵର: ଆମ ଦେଶରେ ଦୈନନ୍ଦିନ କାର୍ଯ୍ୟ ସହ ଜଡ଼ିତ ଅନେକ ପରମ୍ପରା ରହିଛି । ଯେପରି ସକାଳୁ ଉଠିବା, ମନ୍ଦିରକୁ ଯିବା କିମ୍ବା କେବଳ ଗାଧୋଇବା ପରେ ପୂଜା କରିବା, ଘରକୁ ସଫା ସୁତୁରା ରଖିବା, ରାତିରେ ଅଇଁଠା ବାସନ ନରଖି ଧୋଇଦେବା ଇତ୍ୟାଦି । ପ୍ରତ୍ୟେକ ପରମ୍ପରା ପଛରେ ନିଶ୍ଚିତ ଭାବରେ କିଛି…