Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିଶ୍ୱକପ ଯୋଗ୍ୟତା ହାସଲ କରି ନ ପାରିବାର କଣ ରହିଛି ପ୍ରକୃତ କାରଣ ?

୭୦ ଓ ୮୦ ଦଶକରେ ୱେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟର ଏକ ଶକ୍ତିଶାଳୀ ଟିମ ଭାବେ ଉଭା ହୋଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂରେ ସେମାନଙ୍କ ନିଆରା ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଇଂଲଣ୍ଡ, ଅଷ୍ଟ୍ରେଲିଆ ପରି ଟିମ ଟିମ କ୍ରିକେଟ ଖେଳୁଥିବା ବେଳେ ଏମାନେ ଏହାର ମଜା ଉଠାଉଥିଲେ । ଏହାର ପ୍ରଭାବ…

ଚା’ ଦୋକାନୀ ସାମ୍ନାରେ ଆଲିଆଙ୍କୁ ଉପଦେଶ ଦେଇ ଟ୍ରୋଲର ଶିକାର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହେବା ସହ ଜଣେ ଶ୍ରେଷ୍ଠ ମାଆ ମଧ୍ୟ ଅଟନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ଧୀରେ ଧୀରେ ସର୍ବଭାରତୀୟ ସ୍ତରରେ ନିଜ ପାଇଁ ଏକ ନାମ ସୃଷ୍ଟି କରୁଛନ୍ତି ଏବଂ ତାଙ୍କର ମେଟ ଗାଲା ଡେବ୍ୟୁ କରିଛନ୍ତି। ପରେ ଗୁଚ୍ଚି ପାଇଁ ପ୍ରଥମ ଭାରତୀୟ…

ବିଗ୍ ବସ୍ ଓଟିଟି-୨ ରେ ହାଇଡ୍ରାମା: ସୋ’ ମଝିରେ ନିଜ ପ୍ୟାଣ୍ଟ ଖୋଲିଲେ ଜାଦ୍ ହଦିଦ୍, ଭିଡିଓ ଭାଇରାଲ

ମୁମ୍ବାଇ: ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୧୨ ଦିନ ବିତିଲାଣି। ଏହି ସୋ’ରେ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ତର୍କ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ସୋ’ର ଏକ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ଅଛି, ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…

ଜେଏନୟୁରେ ସ୍କ୍ରିନିଂ କରାଯିବ ବିବାଦୀୟ ଫିଲ୍ମ ୭୨ ହୁଁରେ

ନୂଆଦିଲ୍ଲୀ: ପାଂଚ ବର୍ଷ ତଳେ ଭାରତର ଆନ୍ତର୍ଜାତୀୟ ଫିଲ୍ମ ସମାରୋହରେ ୭୨ ହୁଁରେ ଫିଲ୍ମ ଦେଖା ଯାଇଥିଲା । ଏହି ଫିଲ୍ମ ଏବେ ୭ ଜୁଲାଇରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଏହାକୁ ଜେଏନୟୁରେ ସ୍କ୍ରିନିଂ ପାଇଁ ଯୋଜନା…

ବନ ବିଭାଗର ଚଢାଉ, ୫ ମାଫିଆ ଗିରଫ, ୪ ହାତୀଦାନ୍ତ ଜବତ

କରଞ୍ଜିଆ: ଚଢ଼ାଉ କରି ହାତୀମାଫିଆଙ୍କୁ ଗିରଫ କଲା ଶିମିଳିପାଳ ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ ହେବ ସହ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ଶିମିଳିପାଳ ଦକ୍ଷିଣ ଡିଭିଜନ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଛଢାଉ…

‘ଗଦର ୨’କୁ ଭାରତୀୟ ସେନାର ସବୁଜ ସଙ୍କେତ, ଫିଲ୍ମକୁ ମିଳିଲା ଏନଓସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର ୨'କୁ ନେଇ ନୂଆ ସୂଚନା ସାମ୍ନାକୁ ଆସୁଛି। 'ଗଦର ୨' ରିଲିଜ ହେବା ପୂର୍ବରୁ ଏହାକୁ ନେଇ ବିବାଦ ହୋଇସାରିଛି। ଅନ୍ୟପଟେ ପ୍ରଶଂସକମାନେ ଫିଲ୍ମର ଟିଜର ଦେଖି ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅଗଷ୍ଟ ୧୧ ରେ…

ଡେଙ୍ଗୁ କବଳରେ ଖୋର୍ଦ୍ଧା, ରାଜ୍ୟର ମୋଟ ରୋଗୀ ମଧ୍ୟରୁ ଅଧାରୁ ଅଧିକ ଏହି ଜିଲ୍ଲାରେ

ଖୋର୍ଦ୍ଧା: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱରରେ ସ୍ଥିତି ଗମ୍ଭୀର ରହିଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୭୫ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି।…

ଆପଣ ଗୁପଚୁପ ଖାଇବାକୁ ଭଲପାଆନ୍ତି କି! ଆମ ଶରୀର ପାଇଁ ଲାଭ ଦାୟକ ଗୁପଚୁପ

ଗୁପଚୁପ , ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ | ଆମ ସମସ୍ତଙ୍କର ଗୁପଚୁପ ପ୍ରତି ଏକ ଦୁର୍ବଳତା ରହିଛି | ରାସ୍ତା କଡରେ ଯେଉଁଠି ଦେଖିବେ ସେଠି ଦେଖିବାକୁ ମିଳିଥାଏ ଗୁପଚୁପର ଠେଲା ଗାଡି । ଆଉ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗୁପଚୁପ ସ୍ଵାଦର ମଜା ମନ ଭରି ଉଠାଇ ଥାନ୍ତି ।…

ଉତ୍ତର ଭାରତ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର୍ସଙ୍କୁ ଆଣ୍ଡାମାନ ଜେଲ ପଠାଇବାକୁ ପ୍ରସ୍ତୁତ, ଗୃହ ମନ୍ତ୍ରଣାଳୟକୁ ଏନଆଇଏର…

ନୂଆଦିଲ୍ଲୀ: ଉତ୍ତର ଭାରତର ଜେଲରେ ଥିବା ୧୦ ରୁ ୧୨ ଗ୍ୟାଙ୍ଗଷ୍ଟାରଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ପ୍ରକାଶ ଯେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛି ଯେଉଁଥିରେ ଦିଲ୍ଲୀ, ପଞ୍ଜାବ ଏବଂ…