Latest Odisha News

BREAKING NEWS

ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା: ଅଟକ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

ପାରାଦୀପ: ନୂଆ ମୋଡ ନେଇଛି ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା । କୋକେନ ଘଟଣାରେ ଅଟକ ଥିବା କ୍ରିୟୁ ମେମ୍ବର ବୁଇ ଙ୍କୁ ହୁ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବନ୍ଦରର ଆଙ୍କରେଜ ଏରିଆରେ ଏଭଳି ଘଟଣା ଘଟିଛି । ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ…

ଭାରତ ନ୍ୟାୟ ଯାତ୍ରା ଆରମ୍ଭରୁ କଂଗ୍ରେସକୁ ବଡ଼ ଝଟ୍କା, ହାତ ଛାଡିଲେ ମିଲିନ୍ଦ

ନୂଆଦିଲ୍ଲୀ: ଭାରତ ନ୍ୟାୟ ଯାତ୍ରା ଆରମ୍ଭରୁ କଂଗ୍ରେସକୁ ଲାଗିଲା ବଡ଼ ଝଟ୍‌କା । ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମିଲିନ୍ଦ ଦେଓରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ନିଜ ‘ଏକ୍ସ’ ଏକାଉଣ୍ଟରେ ଏକ ପୋଷ୍ଟ କରି  ସୂଚନା…

ଲକ୍ଷ୍ମୀ ସାଆନ୍ତାଣୀ ଯେଉଁଠି ଅଛନ୍ତି ସେଠି ଭଣ୍ଡାର କେବେ ଖାଲି ରହିବ କି? ୫ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଛାତ୍ର…

ପୁରୀ: 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ଗସ୍ତକୁ ବିରୋଧ କଲା ଛାତ୍ର କଂଗ୍ରେସ । ପରିକ୍ରମା ପ୍ରକଳ୍ପକୁ କେନ୍ଦ୍ର କରି ହୋଇଥିବା ପ୍ରତିଶୃତି ପୁରଣ ନ ହେବା ଏବଂ ୪ଟି ଶୌଚାଳୟ ଓ ରାସ୍ତା ନିର୍ମାଣ କରି ଜଗତର ନାଥ ଜଗନ୍ନାଥ ଙ୍କ ନାମରେ ରାଜନୀତି କରିବା ତଥା ଅର୍ପଣ ରଥ ମାଧ୍ୟମରେ ନିଜ…

ଦେଢ଼ ମାସର ଶିଶୁ କନ୍ୟାକୁ ବଞ୍ଚେଇବାକୁ ଯାଇ ନିଆଁରେ ଜଳିଗଲେ ମାଆ

ଢେଙ୍କାନାଳ: ଭୁବନ ଥାନା କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା। ଦେଢ଼ ମାସର ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଗଲେ ମାଆ। ଗୁରୁତର ମହିଳା ଜଣଙ୍କ ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗାଁର ସୁନି ପାତ୍ର। ସୂଚନା ଅନୁସାରେ, ସୁନି ତାଙ୍କର ଦେଢମାସର ଛୁଆକୁ ଚୁଲି ପାଖରେ ଶୁଆଇ ତା…

ଆଜି କାଳିଆ ସାଆନ୍ତେଙ୍କ ନବାଙ୍କ ବେଶ, ଆସନ୍ତାକାଲି ମକର ସଂକ୍ରାନ୍ତିରେ ମହାପ୍ରଭୁ ପିନ୍ଧିବେ ମକର ଚୂଳ

ପୁରୀ: ଶ୍ରୀମନ୍ଦିରରେ ବର୍ଷକ ବାର ମାସରେ ତେର ପର୍ବ ପାଳନ କରାଯାଏ । ବର୍ଷ ତମାମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନାନାଦି ବେଶ କରାଯାଉଥିବା ବେଳେ ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି ପବିତ୍ର…

ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡ଼ିଆ ମହିଳା ମମତା

ଯାଜପୁର: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ମହିଳା । ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଛନ୍ତି । ଯାଜପୁର ଜିଲା ଧର୍ମଶାଳା ପଟୁଣିଆ ଗ୍ରାମର ମୂଳ ବାସିନ୍ଦା ମମତା ଏବେ ଭୁବନେଶ୍ବର ଜଗନ୍ନାଥ ବିହାର ଅଞ୍ଚଳରେ…

ଅଧିକ ମାତ୍ରାରେ ଆଳୁର ସେବନ ହୋଇପାରେ କ୍ଷତିକାରକ, ଜାଣନ୍ତୁ କିପରି…

ଭୁବନେଶ୍ଵର: ଆମେ ପ୍ରତିଦିନ ଖାଦ୍ୟରେ ଆଳୁର ବ୍ୟବହାର କରିଥାଉ । ଖାଉଥିବା ପ୍ରତ୍ୟକ ଖାଦ୍ୟରେ ଆଳୁ ପଡିଥିଲେ ତ କଥା ସରିଲା । ସେ ଛୁଆ ହୁଅନ୍ତୁ କିମ୍ବା ବୟସ୍କ । ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ଆଳୁ । କିନ୍ତୁ ଆଳୁର ଅତ୍ୟଧିକ ସେବନ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । କହିବାକୁ ଗଲେ,…

ଭାଷା-ସାହିତ୍ୟ ମୋ ପାଇଁ ଜୀବନ ସଦୃଶ : ତେଜସ୍ଵିନୀ ସାମଲ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ତେଜସ୍ଵିନୀ ସାମଲ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ଶିଶୁ କବିତା : ମହୁମାଛି

ତରୁଣ କୁମାର ମିଶ୍ର ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ ଟିକି ଜୀବଟେ ମୁହିଁ , ଫୁଲରୁ ଫୁଲକୁ ଉଡ଼ିଣ ମହୁ ଶୋଷି ଆଣଇ । ବିନ୍ଦୁ ବିନ୍ଦୁ ମହୁ ସଞ୍ଚଇ ନେଇ ଫେଣାରେ ମୋର , ହାଲିଆ କେବେ ମୁଁ ହୁଏନି ଥାଏ କର୍ମ ତତ୍ପର । ପ୍ରିୟ ପରିଜନ ସାଥିରେ ମଧୁ ସଂଗ୍ରହେ ଯାଏ , ଡେଣା ଝାଡ଼ି ଝାଡ଼ି…

ଅନୁବାଦ କବିତା : ମୁଁ ନୁହେଁ ତମ ତଥ୍ୟ

ଛଟିଶଗଡ଼ର ଯଶପୁର ଜିଲ୍ଲାରେ ଓରାଓଁ ଆଦିବାସୀ ସମ୍ପ୍ରଦାୟରେ ଜନ୍ମିତ ଅଭୟ ଖାଖା, ପେଷାରେ ଜଣେ ସମାଜ ବିଜ୍ଞାନୀ ଥିଲେ ବି ହୃଦୟ ତାଙ୍କର ଥିଲା ସବୁବେଳେ ଆଦିବାସୀଙ୍କ ନିକଟରେ । ସସେକ୍ସ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଖାଖା ବିଭିନ୍ନ ଛାତ୍ର…