ହାଇ ହିଲ୍ ପିନ୍ଧି ଦୌଡ଼ିଲେ ଯୁବକ, କଲେ ବିଶ୍ୱ ରେକର୍ଡ଼
ସ୍ପେନ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯିଏ ସବୁବେଳେ କିଛି ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି । କେବଳ ସେତିକି ନୁହେଁ ନିଜ ନାମକୁ ରେକର୍ଡ଼ବୁକ୍ରେ ସ୍ଥାନିତ କରିବାକୁ ବି ଚେଷ୍ଟା କରନ୍ତି । ଏବେ ସେମିତି ଜଣେ ଯୁବକ ଚର୍ଚ୍ଚାକୁ ଆସିଛନ୍ତି, ଯିଏ ହାଇହିଲ ପିନ୍ଧି ଦୌଡ଼ ବିଶ୍ୱ…