ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି ସାମୀ
ନୂଆଦିଲ୍ଲୀ: ଭାରତ ଟିମର ପେସ ବୋଲର ମହମ୍ମଦ ସାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ଖେଳିବେ ନାହିଁ । ଆଘାତ ସମସ୍ୟା ଯୋଗୁ ସାମୀ ଓହରି ଯାଇଛନ୍ତି । ୨୫ ଜାନୁୟାରୀରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ସାମୀ ଏ ପର୍ଯ୍ୟନ୍ତ ବୋଲିଂ ଅଭ୍ୟାସ କରି ନାହାନ୍ତି ।…