Latest Odisha News

BREAKING NEWS

୫୮ ବର୍ଷ ବୟସରେ ମଡେଲ୍ ସାଜିିଲେ ମହିଳା

ମୁମ୍ବାଇ: କଥାରେ ଅଛି ବୟସ ଏକ ସଂଖ୍ୟା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଯିଏ କି ୫୮ ବର୍ଷ ବୟସରେ ସୁପର ମଡ଼େଲ ସାଜି ଚର୍ଚ୍ଚାକୁ ଆସିଛନ୍ତି । ସାଧାରଣତଃ ୬୦ ବର୍ଷ ବୟସ ହୋଇଗଲେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାକୁ ଚାଲିଯାଇଥାନ୍ତି । କୌଣସି କାର୍ଯ୍ୟ କରିବାକୁ ସେମାନେ ଆଗ୍ରହ…

କମ୍ ଉଚ୍ଚତା କାରଣରୁ ବାହା ହେବାକୁ ମନା କରୁଥିଲେ ଝିଅ , ଅସ୍ତ୍ରୋପଚାର କରି ବଢାଇଲେ ଉଚ୍ଚତା

ନ୍ୟୁୟର୍କ: କମ୍ ଉଚ୍ଚତା ହେତୁ ଲୋକମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବେଳେବେଳେ ସମ୍ପର୍କ ପାଇଁ ମଧ୍ୟ ଉଚ୍ଚତା ଏକ ବଡ଼ କାରଣ ହୋଇଯାଏ । କମ୍ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ ପ୍ରେମରେ ବିଫଳ ହେବାକୁ ପଡ଼େ । ଆମେରିକାର ଜଣେ ବ୍ୟକ୍ତି ପ୍ରେମ ପାଇଁ ନିଜର ଉଚ୍ଚତା…

ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ ଫଳରେ ଦେଶର ୪ ଜଣ ରୋଗୀଙ୍କର ନୂତନ ଜୀବନ ଲାଭ

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଙ୍ଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇ ପାରିଛି । ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ…

ମାଆଙ୍କ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି : ଏମିତି କହିଲେ ମଲାଇକାଙ୍କ ପୁଅ ଅରହାନ

ମୁମ୍ବାଇ: ମାଆଙ୍କ ଡ଼୍ରେସରେ ନଜର ଆସିଲେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପୁଅ ଅରହାନ୍ । ନିକଟରେ ମଲାଇକା ଓ ତାଙ୍କ ପୁଅଙ୍କୁ ଏକ ହୋଟେଲରେ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ଅରହାନ୍ ତାଙ୍କ ମାଆଙ୍କ ସାର୍ଟ୍ ପିନ୍ଧିଥିବା ନଜର ଆସିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…

ମୌସୁମୀ ଋତୁ ପାଇଁ ଟିପିଏସ୍‌ଓଡିଏଲ୍‌ର ବ୍ୟାପକ ପଦକ୍ଷେପ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ଆସନ୍ତା ମୌସୁମୀ ସମୟରେ ବିଜୁଳି ଯୋଗାଣ ପାଇଁ ଅନେକ ପଦକ୍ଷେପ ନେଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଧିକ…

କମ୍ପାନୀର ଅଜବ ନିୟମ: କାମ କରି ପାରୁ ନ ଥିବା କର୍ମଚାରୀ ଖାଇଲେ କଞ୍ଚା କଲରା

ଚୀନ୍‌: ଅନେକ କମ୍ପାନୀ ନିଜର ଉନ୍ନତି ନେଇ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଉ କିଛି କମ୍ପାନୀ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିବା ସହ ଦଣ୍ଡିତ ମଧ୍ୟ କରିଥାନ୍ତି । ଏବେ ସେମିତି ଏକ ଘଟଣା ଚୀନର ଏକ କମ୍ପାନୀରେ ଘଟିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ…

ଓଟିଇଟି ପରୀକ୍ଷାରେ ପେପର୍ ଓ ସେଣ୍ଟର ଦ୍ୱନ୍ଦ୍ୱ, ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି

କଟକ: ଜୁଲାଇ ୧ ତାରିଖରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଲାଗି ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ http://bseodisha.ac.in/ ରେ ଉପଲବ୍ଧ ହୋଇଛି । ତେବେ କିଛି ପରୀକ୍ଷାର୍ଥୀ ଅଭିଯୋଗ…

ଦୁଲୀପ ଟ୍ରଫି: ଓଡିଶା ପେସର ସୂର୍ଯ୍ୟକାନ୍ତ ଚୂଡାନ୍ତ ଦଳରେ ସାମିଲ

ଭୁବନେଶ୍ୱର: ଆଗାମୀ ଦୁଲୀପ ଟ୍ରଫି ପାଇଁ ନିକଟରେ ପୂର୍ବାଚଳ ଦଳ ଘୋଷଣା କରାଯାଇଥିଲା । ଏଥିରେ ଓଡିଶାର ଉଦୀୟମାନ ପେସ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମୂଖ୍ୟ ଦଳରେ ସାମିଲ କରା ନ ଯାଇ ଷ୍ଟାଣ୍ଡବାଇରେ ରଖା ଯାଇଥିଲା । ତେବେ ରବିବାର ଓସିଏରୁ ମିଳିଥିବା ଖବର ଅନୁସାରେ ସୂର୍ଯ୍ୟକାନ୍ତଙ୍କୂ…

କ୍ରମାଗତ ୫ ୱିକେଟ ସଫଳତାରେ ହସରଙ୍ଗାଙ୍କ ବିଶ୍ୱରେକର୍ଡ

କଲମ୍ବୋ: ଶ୍ରୀଲଙ୍କା ଲେଗ ସ୍ପିନର ୱାନିନ୍ଦୁ ହସରଙ୍ଗା ଦିନିକିଆ କ୍ରିକେଟରେ ସର୍ବାଧିକ ଥର କ୍ରମାଗତ ୫ ୱିକେଟ ସଫଳତା ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ…

ନାଗା ସାଧୁ ବେଶରେ ଆସି ପରିବାର ଠାରୁ ସୁନାଗହଣା ଲୁଟି ନେଲେ ୬ ଜଣ

ଭୁବନେଶ୍ୱର: ରାଜଧାନୀରେ ଲୁଟ୍ । ବେଶ ବଦଳାଇ ନାଗା ସାଧୁ ବେଶରେ ଆସିଲେ, ପରିବାର ଠାରୁ ଲୁଟିନେଲେ ଅଳଙ୍କାର । ସୂଚନା ଅନୁସାରେ, ଶନିବାର ସାଧୁଙ୍କ ବେଶରେ ୬ ଜଣ ଆସିବା ସହ ନନ୍ଦନକାନନ ଥାନା ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ । ରଘୁନାଥପୁରର ପ୍ରାଣକୃଷ୍ଣ ପଢ଼ିହାରୀ ସାଧୁଙ୍କୁ…