Latest Odisha News

BREAKING NEWS

୨୬ ଘଣ୍ଟା ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କଲେ ଛାତ୍ରଛାତ୍ରୀ

ଯୋଧପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଇଛି । ଯୋଗ ଦିବସ ପାଳନ ପରେ ଲୋକମାନଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତାର ଧାରା ମଧ୍ୟ ବୃଦ୍ଧି ପାଇଛି । ଅନେକ ଲୋକ ଯୋଗକୁ ନେଇ ମଧ୍ୟ ଅଭିନବ ପ୍ରୟାସ କରୁଛନ୍ତି । ଯୋଗରେ ବିଭିନ୍ନ ଆସନ ମଧ୍ୟରୁ ସୂର୍ଯ୍ୟ ନମସ୍କାର…

ରେଡ ୨ରେ ପୁନର୍ବରେ ଏକତ୍ର ହେବେ ଅଜୟ ଓ ରାଜକୁମାର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗାନ ଓ ନିର୍ଦ୍ଦେଶକ ରାଜକୁମାର ଗୁପ୍ତା ରେଡ ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ଦୃଶ୍ୟମ ସିକ୍ୱେଲର ସଫଳତା ପରେ ଅଜୟ ଏହି ଫିଲ୍ମ ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏହା ବାସ୍ତବିକ ଜୀବନର ଘଟଣା ଉପରେ ଆଧାରିତ ହେବ । ପ୍ରସ୍ତୁତ ସ୍କ୍ରିପ୍ଟ ନେଇ ମଧ୍ୟ…

ହଲିଉଡରୁ କପି ହୋଇଛି ‘ଆଦିପୁରୁଷ’ର ସିନ୍‌

ମୁମ୍ବାଇ: ‘ରାମାୟଣ’ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ…

ପ୍ରଥମ ଟେଷ୍ଟ ପୂର୍ବରୁ କିଙ୍ଗଷ୍ଟନ ଓଭାଲରେ ଅଭ୍ୟାସ କରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ନେଇ ତାଜା ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଡୋମିନିକାରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ କିଙ୍ଗଷ୍ଟନ ଓଭାଲରେ ସପ୍ତାହ ବ୍ୟାପୀ ଅଭ୍ୟାସ କରିବେ । ଭାରତ ଏହି ଗସ୍ତରେ ୩ଯାକ ଫର୍ମାଟରେ ସିରିଜ ଖେଳିବ ।…

ଫରେଷ୍ଟରଙ୍କୁ ଗୁଳି ଘଟଣା, ୧୦ ଜଣଙ୍କୁ ଗିରଫ କଲା ମୟୂରଭଞ୍ଜ ପୋଲିସ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବେଆଇନ୍ ଭାବେ ଶିକାର ବେଳେ ଗୁଳିମାଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ସଫଳତା ମିଳିଛି । ଆଜି ମାମଲାରେ ମୟୂରଭଞ୍ଜ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଗିରଫ ସମସ୍ତ ଅଭିଯୁକ୍ତ…

୫ କିଙ୍ଗ୍ କୋବ୍ରାକୁ ଚୁମ୍ବନ କଲେ ଯୁବକ,ଲୋକେ ଆଶ୍ଚର୍ଯ୍ୟ

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ…

ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ

ଭୁବନେଶ୍ୱର: ୨୭ ବର୍ଷ ପରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ୧୯୯୫ରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ମାମଲାରେ ପୂର୍ବତନ ଗୁଣପୁର…

ମୋଦିଙ୍କୁ ଟି-ସର୍ଟ ଉପହାର ଦେଲେ ବାଇଡେନ, ଲେଖାଥିଲା ସ୍ୱତନ୍ତ୍ର ବାର୍ତ୍ତା

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବିଶେଷ ଟି-ସର୍ଟ ଉପହାର ଦେଇଛନ୍ତି । ଏହି ଟି ସର୍ଟ ଉପରେ ଏକ ବିଶେଷ ବାର୍ତ୍ତା ଲେଖା ଯାଇଛି । ଏଥିରେ ଉଲ୍ଲେଖ ରହିଛି, ଆମେରିକା ଓ ଭାରତ (AI) ହିଁ ଭବିଷ୍ୟତ ଅଟେ’  । ପରବର୍ତ୍ତୀ ସମୟରେ…

ମୋଦିଙ୍କ ହାଇଟେକ ହାଣ୍ଡସେକ ପରେ କ’ଣ ଘୋଷଣା କଲେ ଗୁଗୁଲ, ଆମାଜନ ଏବଂ ମାଇକ୍ରୋସପ୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ ହାଉସରେ ସିଲିକନ ଭାଲିର ସବୁଠାରୁ କ୍ଷମତାଶାଳୀ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି  ଏବଂ ଅତ୍ୟଧୁନିକ…

୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା; ଜାଣନ୍ତୁ, କେଉଁଠି ହେବ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବାବେଳେ ଲଘୁଚାପ ସମ୍ଭାବନା ଦେଖା ଦେଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।  ପାଣିପାଗ ବିଭାଗ ଆକଳନ ଅନୁସାରେ, ଘୂର୍ଣ୍ଣିବଳୟ ପ୍ରଭାବରେ  ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର…