Latest Odisha News

BREAKING NEWS

୪୦ ଲକ୍ଷର ମଇଁଷି ସୁଲତାନ; ଖାଉଛି ୬୦ ହଜାର ଟଙ୍କାର ଖାଦ୍ୟ, ମାଲିକକୁ କରୁଛି ଲାଲେ ଲାଲ

ପାଟନା: ସାଧାରଣତଃ ଗାଈ, ମଇଁଷିଙ୍କୁ ଲୋକମାନେ ଘରେ ରଖିଥାନ୍ତି। ଏମାନଙ୍କ ଦୁଗ୍ଧରୁ ଦହି, ଛେନା ଓ ଘିଅ ତିଆରି କରି ଟଙ୍କା ରୋଜଗାର କରିଥାନ୍ତି ଗୋପାଳକ। ଆଜି ଆମେ ବିହାରର ଏକ ମଇଁଷି ବିଷୟରେ କହିବାକୁ ଯାଉଛୁ, ଯିଏକି ତା ମାଲିକକୁ ହଜାର ହଜାର ଟଙ୍କାର ରୋଜଗାର ଯୋଗାଇ ଦେଇ ମାଲାମାଲ କରିଛି।…

୪୨ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡ଼ିଶା ପାଭିଲିୟନ୍ କୁ ସ୍ଵର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଛି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏଥିରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି ।…

ପଣ୍ଡିଆନଙ୍କ ଶ୍ରୀମନ୍ଦିର ପରିଦର୍ଶନ, ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଏହାସହ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ କେତେକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।…

ନେପାଳରେ ରାଜତନ୍ତ୍ର ନେଇ ଦାବୀ ଜୋର ଧରିଲା

କାଠମାଣ୍ଡୁ: ନେପାଳରେ ରାଜତନ୍ତ୍ର ପୁନର୍ବାର ଲାଗୁ କରିବା ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । କାଠମାଣ୍ଡୁର ଅନେକ ସ୍ଥାନରେ ଏ ନେଇ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ରାଜ ପରିବାରର ୨୨ ବର୍ଷ ତଳେ ଘଟିଥିବା ନରସଂହାର ସେ ସମୟରେ ସମଗ୍ର ନେପାଳକୁ ଆଶ୍ଚର୍ଯ୍ୟଚକିତ କରି…

ଡଙ୍ଗା ଆଣିବା ହେଲା କାଳ, ପୋଖରୀରେ ବୁଡି ନାବାଳିକା ମୃତ

ଭଦ୍ରକ: ପୋଖରୀରୁ ଡଙ୍ଗା କାଢିବାକୁ ଯାଇ ବୁଡ଼ିଗଲେ ନାବାଳିକା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଧୀନ ପଣୁଆ ଗାଁରେ । ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ୧୩ ବର୍ଷର ଝିଅ ଝାନ୍ସୀ ରାଣୀ ମହାଳିକ । ଖବର ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ…

କଫି ୱିଥ୍ କରଣ-୮: ଖାସ୍ ଅତିଥି ଖୋଲିବେ ମଜାଦାର ଗୁମର

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ କଫି ଓ୍ବିଥ୍ କରଣ ଶୋ ସବୁଠାରୁ ପପୁଲାର ହୋଇଥିବାବେଳେ ଏହା ସବୁବେଳେ ବେଶ ଚର୍ଚ୍ଚାରେ ରହିଥାଏ । କାରଣ ଏହି ଶୋ ରେ ବଲିଉଡର ସବୁ ସେଲିବ୍ରେଟିଙ୍କ ପର୍ସନାଲ ଓ ପ୍ରଫେସନାଲ ବିଷୟରେ ମଜାଦାର ଓ ମସଲାଦାର କଥା ଜାଣିବାକୁ ମିଳିଥାଏ । ପୂର୍ବରୁ ଏହି ଶୋ…

କୃଷି ମେଳାର ଶେଷ ଦିନରେ ଯୋଗ ଦେଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡ଼ା: ଆଜି ଗୁଣୁପୁର ଚଇତି ମଣ୍ଡପରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ମେଳାର ଶେଷ ଦିନରେ ରାଜ୍ୟ ଆଇନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ କୃଷି ଯୋଜନା ସହ କୃଷିକୁ ଗୁରୁତ୍ୱ ଦେଉଥିବା ସୂଚନା ଦେଇଛନ୍ତି। ଅନ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା…

କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ନୌକା ଚାଳନା ପ୍ରତିଯୋଗିତା, ଭାଗ ନେଲେ ୭୦ ପ୍ରତିଯୋଗୀ

ସୁବର୍ଣ୍ଣପୁର: ମହାନଦୀର ତେନ୍ତୁଳି ଘାଟରେ ଆଜକୁ ୬୦ବର୍ଷ ଧରି ଆୟୋଜିତ ହୋଇ ଆସୁଛି ନୌକା ଚାଳନା ପ୍ରତିଯୋଗୀତା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିର ଅପରାହ୍ନରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନର ନାବିକମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ସହରର ଭଗବତ…

ବାଲେଶ୍ୱରରେ ଏଟିଏମ୍ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ୱର: ବାଲେଶ୍ବର ସୋର ଥାନା ଅଞ୍ଚଳରେ ଗ୍ୟାସ କଟରରେ କାଟି ଏଟିଏମ ଲୁଟି ନେଲେ ଦୁର୍ବୁତ୍ତ । ଏଟିଏମରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଖବରମୁତାବକ, ସୋର ଥାନା ଅନ୍ତର୍ଗତ ବାହାନଗା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ…

ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା; ସଜାଗ ଅଗ୍ନିଶମ ବାହିନୀ

କଟକ: ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ। ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ବାଲିଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସଜାଗ ରହିଛି ଅଗ୍ନିଶମ ବାହିନୀ। ତଳ ଓ ଉପର ବାଲିଯାତ୍ରା ପଡିଆ ଏବଂ ମହାନଦୀର ବାଲୁକା ଶଯ୍ୟାରେ ଶତାଧିକ ସରକାରୀ, ବେସରକାରୀ ଅସ୍ଥାୟୀ…