Latest Odisha News

BREAKING NEWS

ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସକୁୁ ଚାପୁଡ଼ା ମାରିଲେ ବିଧାୟକ

ମୁମ୍ବାଇ: ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସକୁୁ ଚାପୁଡ଼ା ମାରିଲେ ବିଧାୟକ । ଆଉ ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ଚାପୁଡ଼ା ନୁହେଁ ବରଂ ଠେଲିଦେଇଥିବାର ସଫେଇ ଦେଇଛନ୍ତି ବିଧାୟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରରେ ବିଜେପି ବିଧାୟକ ସୁନୀଲ…

ଓଟିଟିରେ ଡେବ୍ୟୁ କଲେ ଶିଳ୍ପା

ମୁମ୍ବାଇ: ଓଟିଟିରେ ଡେବ୍ୟୁ କଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ନିକଟରେ ରିଲିଜ୍ ହୋଇଛି ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ୍ ପୋଲିସ ଫୋର୍ସ’ର ଟ୍ରେଲର । ଯାହା ଓଟିଟି ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଜରିଆରେ ସିଦ୍ଧାର୍ଥ ମାଲହୋତ୍ରା,…

ପ୍ଲାଟଫର୍ମରେ ରିଲ୍ସ କରୁଥିବାବେଳେ ଯୁବତୀ ଖାଇଲେ ଶକ୍ତ ଚାପୁଡା

ଆଜିକାଲି ଯୁବପୀଢି ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ କମ୍ ସମୟରେ ଲୋକପ୍ରିୟ ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ସ୍ଥାନ,କାଳ,ପାତ୍ର ବି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି…

ଶ୍ରୀରାମ ମନ୍ଦିରର ପ୍ରବେଶ ଦ୍ୱାରରେ ୪ ସ୍ୱତନ୍ତ୍ର ମୂର୍ତ୍ତି ହେଲା ସ୍ଥାପନା

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ହେବ । ଏହା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମନ୍ଦିରର ପ୍ରବେଶ ଦ୍ୱାରର କିଛି ଫଟୋ ସେୟାର କରିଛି । ଟ୍ରଷ୍ଟ ସୂଚିତ କରିଛି କି ମନ୍ଦିରର…

ଦୀପିକାଙ୍କୁ ମିିଳିଲା ସବୁଠୁ ଦାମୀ ଉପହାର, ଦେଲେ ଫାଇଟର ଟିମ୍‌

ମୁମ୍ବାଇ: ୩୮ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶୁକ୍ରବାର ସେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍ୱତନ୍ତ୍ର ଦିନରେ ତାଙ୍କୁ ମିଳିଛି ସବୁଠାରୁ ଦାମୀ ଉପହାର । ଏହାକୁ ଦେଇଛନ୍ତି ତାଙ୍କର ଆଗାମୀ ଫିଲ୍ମ ଫାଇଟରର ଟିମ୍ । ଏହି ଜନ୍ମଦିନକୁ ଅଧିକ…

ସାବଧାନ ! ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି ? ହୋଇପାରେ ଓଜନ ବୃଦ୍ଧି 

 ଭୁବନେଶ୍ଵର;  କ୍ଷୀର ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆପଣମାନେ ଦେଖିଥିବେ, ଅନେକ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିଛି ବ୍ୟକ୍ତିଙ୍କର…

ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର: ରାଉରକେଲାରେ ରାଜ୍ୟ ବିଜେପିର ଦୁଇ ଦିନିଆ ଚିନ୍ତନ ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିସ୍ତୃତ ଓ ସୁଦୃଢ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି…

ହାଇଜ୍ୟାକ୍ ଜାହାଜରୁ ୧୫ ଭାରତୀୟ ସୁରକ୍ଷିତ ଉଦ୍ଧାର 

ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରୁ ‘ଏମଭି ଲୀଲା ନୋର୍ଫୋକ୍’ ପଣ୍ୟବାହୀ ଜାହାଜ ହାଇଜ୍ୟାକ୍‌ ଘଟଣା । ଅପହୃତ ଜାହାଜରୁ ୧୫ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇରେ ଭାରତୀୟ ନୌସେନାର ଅଭିଜ୍ଞ ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା…

ୟୁପିରେ ଗର୍ଭବତୀ ମହିଳାମାନଙ୍କ ଡିମାଣ୍ଡ, ରାମ ମନ୍ଦିରର ପ୍ରତିଷ୍ଠା ଦିନ ସନ୍ତାନ ଜନ୍ମଦେବୁ

ଅଯୋଧ୍ୟା;  ୨୨ ଜାନୁଆରୀରେ ଅଯୋଧ୍ଯାରେ ରାମମନ୍ଦିରର ଶିଳାନ୍ୟାସ ହେବ। ଯାହାକୁ ନେଇ ପୂରା ଦେଶରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ଏହି ସମୟରେ ଉତ୍ତରପ୍ରଦେଶର ଏକ ସରକାରୀ ହସ୍ପିଟାଲ ରୋଚକ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ୟୁପିର ସରକାରୀ…

ବିଏସଏଫ ଭ୍ଯାନ ଦୁର୍ଘଟଣାଗ୍ରସ୍ତ: ୧୫ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବିଏସ୍‌ଏଫ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ।୪୦୭ ମେଟାଟର ଗାଡ଼ିରେ ବିଏସ୍‌ଏଫ ଯବାନମାନେ ଯିବାବେଳେ କୁମ୍ଭାରୀ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ୧୫ ଯବାନ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ିରେ ଥିବା ୧୫ ଜଣ ଯବାନ…