ଧର୍ମ ମାସ କାର୍ତ୍ତକରେ ପାଳନ ହୁଏ ନିଆରା ଉତ୍ସବ ‘ବାଳଭୋଗ ଅର୍ପଣ ଉତ୍ସବ’
ବରଗଡ: ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ | ଏହି ମହା କାର୍ତ୍ତିକ ମାସରେ କରାଯାଉଥିବା ପୂଣ୍ୟ କାର୍ଯ୍ୟର ଅନେକ ମହତ୍ୱ ରହିଥାଏ | ତେବେ ଅଧିକାଂଶ ଲୋକେ ମାସ ସାରା ବୁଡ ପକାଇ ପୂଣ୍ୟ ଅର୍ଜନ କରିଥାନ୍ତି |ଯେଉଁ ମାନେ ମାସ ସାରା ବୁଡ ପକାଇନଥାନ୍ତି ସେମାନେ କାର୍ତ୍ତିକ ମାସର…