Latest Odisha News

BREAKING NEWS

ଜଳ ଯୋଗାସନରୁ ମିଳେ ଦ୍ୱିଗୁଣ ଫାଇଦା, ଜାଣନ୍ତୁ ଆସନ କରିବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ କିଛି ବର୍ଷ ମଧ୍ୟରେ ଯୋଗର ଲୋକପ୍ରିୟତା ଏବଂ ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଯୋଗର ଲାଭ ଯୋଗୁଁ ଆଜି ଦୁନିଆର ଅଧିକାଂଶ ଲୋକ ଏହାର ରୁଟିନ ଅନୁସରଣ କରୁଛନ୍ତି। ନିୟମିତ ଭାବେ ଯୋଗ କରିବା ଦ୍ୱାରା କେବଳ ବିପି, ମଧୁମେହ ନୁହେଁ, କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କା…

ଆଶେସ ସିରିଜ: ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ଏଜବାଷ୍ଟନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୨ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଭାଗରେ ପ୍ୟାଟ କମିନ୍ସ ଓ ନାଥାନ ଲାୟନ ନବମ ୱିକେଟରେ ୧୨ ଓଭରରେ ୫୫ ରନ…

ଯୋଗ ଦିବସକୁ ନେଇ ରାଜନୀତି; ନେହରୁଙ୍କ ଫଟୋ ଛାପି ପ୍ରଶଂସା ଦାବି କଲା କଂଗ୍ରେସ, ଜବାବ ଦେଲେ ଶଶୀ ଥରୁର

ନୂଆଦିଲ୍ଲୀ:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ  । ଯୋଗକୁ ଆନ୍ତର୍ଜାତିକ ମାନ୍ୟତା ଦେବାରେ ମୋଦିଙ୍କ ଭୂମିକାକୁ ସାରା ବିଶ୍ୱ ଜାଣେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଯୋଗ ଦିବସରେ ନ୍ୟୁୟର୍କରୁ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଲୋକଙ୍କୁ ସମ୍ବୋଧନ…

ରାୟପୁର ରିମ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ

ରାୟପୁର: ଛତିଶଗଡର ରାଜଧାନୀ ରାୟପୁରର ଆରଆଇଏମ୍ଏସ୍ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ କ୍ୟାମ୍ପସରେ ଭୟର ଆତଙ୍କ ଖେଳି ଯାଇଛି। ନଭା ରାୟପୁରସ୍ଥିତ RIMS ହସ୍ପିଟାଲର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ…

ଏଲନ ମସ୍କଙ୍କ ଘୋଷଣା: ଖୁବ ଶୀଘ୍ର ଭାରତରେ ଏଣ୍ଟ୍ରି ମାରିବ ଟେସ୍ଲା

ନୂଆଦିଲ୍ଲୀ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟେସ୍ଲା  ସିଇଓ (Tesla CEO) ଏଲନ ମସ୍କଙ୍କ ସାକ୍ଷାତ  କରିଛନ୍ତି । ସାକ୍ଷାତ ସମୟରେ  ଏଲନ ମସ୍କ (Elon Musk )ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ କାର କମ୍ପାନୀ ଟେସ୍ଲାର…

ପର୍ସନାଲ ଲୋନ୍ ନେଉଛନ୍ତି କି ? ଜାଣିରଖନ୍ତୁ ଆରବିଆଇର ନୂତନ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେଇଛନ୍ତି କିମ୍ବା କ୍ରେଡିଟ୍ କାର୍ଡ ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆରବିଆଇ ଆଣିଛି ନୂତନ ନିୟମ।  ଆପଣ ସହଜରେ ନେଇ ପାରିବେନି ପର୍ସନାଲ ଲୋନ୍। କାରଣ ଆରବିଆଇ ବ୍ୟକ୍ତିଗତ ଋଣ କିମ୍ବା…

ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ ଓ ଆର୍ଯ୍ୟନ ଖାନଙ୍କ ବୟାନ ରେକର୍ଡ କରିବ ସିବିଆଇ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନ, ତାଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ମ୍ୟାନେଜର ପୂଜା ଡଡଲାନୀଙ୍କ ବୟାନ ରେକର୍ଡ କରିବାକୁ ସିବିଆଇ ପ୍ରସ୍ତୁତ ହେଉଛି। ଆଗାମୀ ଦିନରେ ଏହି ବୟାନ ରେକର୍ଡ ହୋଇପାରେ। ଏନସିବି ଭିଜିଲାନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଆର୍ଯ୍ୟନ…

ପୂର୍ବତନ ସରପଞ୍ଚଙ୍କୁ କାର ମଡେଇ ହତ୍ୟା

ବ୍ରହ୍ମପୁର: ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା ଅଭିଯୋଗ  । ଦିଗପହଣ୍ଡି ଖମ୍ବାରି ଗାଁର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସରପଞ୍ଚ ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ହୋଇଛି ।  ପରିବାରର ଅଭିଯୋଗ ପରେ ଦିଗପହଣ୍ଡି ପୋଲିସର ମାମଲା…

ଅଧାବାଟରେ ଅଟକି ଥିଲା ଦୁଇ ରଥ ; ଆଜି ପୁଣି ଗୁଣ୍ଡିଚାଘର ଅଭିମୁଖେ ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ

ପୁରୀ: ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନବଦିନ ଯାତ୍ରାର ଆଜି ୨ୟ ଦିନ । ଜନ୍ମବେଦୀକୁ ବାହାରିଥିବାବେଳେ ଅଧାବଟରେ ଅଟକି ଯାଇଥିଲେ ତିନି ଠାକୁର । ଆଜି ସକାଳୁ ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା ।   ବଡଶଙ୍ଖରେ ଦର୍ପଦଳନ ଅଟକିଥିବାବେଳେ ଗଳଗଣ୍ଡି ଛକରେ ଅଟକି ଯାଇଥିଲା ନନ୍ଦିଘୋଷ  । ଆଜି ସକାଳୁ…

ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଷ୍ଟ୍ରପତି ଓ ରାଜନେତା

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭାରତ ସମେତ ସମଗ୍ର ବିଶ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି। ଭାରତରେ ମଧ୍ୟ ବିଭିନ୍ନ ସ୍ଥାନରେ…