ନେପାଳ ପରେ ଥରିଲା ଇଣ୍ଡୋନେସିଆ : ବାନ୍ଦା ସାଗରରେ ୬.୯ ତୀବ୍ରତାର ଭୂକମ୍ପ ଝଟକା , ସୁନାମୀ ଆଲର୍ଟ
ନୂଆଦିଲ୍ଲୀ : ନେପାଳ ପରେ ଥରିଲା ଇଣ୍ଡୋନେସିଆ । ବାନ୍ଦା ସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ରେକର୍ଡ ହୋଇଛି। ଲଗାତାର ଦୁଇ ଧରି ଭୂକମ୍ପ ଅନୁଭୂତ ହୋଇଛି । ସମାନ ଅଞ୍ଚଳରେ ୭.୦ ମ୍ୟାଗ୍ନିଚ୍ୟୁଡର ଆଉ ଏକ ଭୂକମ୍ପ ଘଟିଥିଲା ।…