ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଇଲେ ପ୍ରେମିକ
ଆଜିକାଲି ସୋସିଆଲ ମିିଡ଼ିଆରେ ପ୍ରତ୍ୟେକ ଦିନ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଅନେକ ଭିଡ଼ିଓକୁ ଦେଖି ଲୋକେ ଚକିତ ହୋଇପଡ଼ନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଉ କଣ ସବୁ ଆଖି ଦେଖିବାକୁ ପାଇବ ବୋଲି ମତ ଦେଇଛନ୍ତି ।…