ଡାକ୍ତରରୁ ହିରୋ ହେବେ ମାଧୁରୀଙ୍କ ସ୍ୱାମୀ ! ଫିଲ୍ମରେ କରିବେ ରୋମାନ୍ସ
ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଡ. ଶ୍ରୀରାମ ନେନେ ବଲିଉଡର ପାୱାର କପଲ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯେତିକି ଭଲ ସେତିକି ବେମିସାଲ ମଧ୍ୟ। ନିକଟରେ ଗୋଆରେ ଆୟୋଜିତ ଆଇଏଫଏଫଆଇ (IFFI) ୨୦୨୩ରେ ଭାରତୀୟ ଚଳଚ୍ଚିତ୍ରରେ ଅବଦାନ ପାଇଁ ମାଧୁରୀଙ୍କୁ ଏକ ବିଶେଷ…