Latest Odisha News

BREAKING NEWS

ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲେ ଯୁବକ

ଭୁବନେଶ୍ବର: ପାରିବାରିକ କଳହର କୁପରିଣତି । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ । ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନ । ଏହି ଘଟଣାର ଏକ ସିସି ଟିଭି ଫୁଟେଜ ଭାଇରାଲ ହେବାରେ…

ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା

ଭୁବନେଶ୍ଵର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡାଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା…

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ମାଓଗଡ଼ ତୁଳସୀ ପାହାଡ଼ରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓଗଡ଼ ତୁଳସୀ ପାହାଡ଼ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି DVF ଯବାନ । ସୂଚନା ଅନୁସାରେ, ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରେ ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ବିପୁଳ ପରିମାଣର ମାଓ…

୨୬ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ !

ଭୁବନେଶ୍ୱର:ଓଡ଼ିଶାରେ ଆସନ୍ତା ତିନି ଦିନ ପାଇଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ  ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ପୂର୍ବାନୁମାନ କରିଛି । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ  ନଭେମ୍ବର ୨୬…

କାନାଡା ନାଗରିକଙ୍କ ପାଇଁ ପୁନଃ ଇ-ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ ସୁଧୁରୁଛି ସ୍ଥିତି । ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ପୁଣି ଆରମ୍ଭ କରିଛନ୍ତି । ଏହି ସେବା ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର…

ହାର୍ ମାନିନି ମନୋବଳ, ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

ଯାଜପୁର: ପିଲା ବେଳୁ ଭିନ୍ନକ୍ଷମ । ତଥାପି ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି ସେ । ଆଜି ଜଣେ ସକ୍ଷମ ବ୍ୟକ୍ତି ହୋଇପାରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଏ ହେଉଛନ୍ତି ଯାଜପୁର ବିଞ୍ଝାରପୁର ବ୍ଲକ ପ୍ରୀତିପୁର ଗାଁର ସୁବାସ ଚନ୍ଦ୍ର ପାତ୍ର । ଘର ପାଖରେ ଏକ ଫାଷ୍ଟ ଫୁଡ଼ ଦୋକାନ କରି…

ଜନ୍ମଦିନରେ ବଡ଼ ଘୋଷଣା: କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି କରଣ ଜୋହର

ମୁମ୍ବାଇ: ଆଜି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ପ୍ରଶଂସଙ୍କ ପାଇଁ ଖୁସି ଖବର। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କରଣ ଜୋହରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତା…

ପିଡିଏସ ଚାଉଳ ଘୋଟାଲା, ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ

ନୂଆପଡା: ନୂଆପଡା ଜିଲ୍ଲାରେ PDS ଘୋଟଲାର ଖବର ଏକ ସାଧାରଣ ବ୍ୟାପାର ଭଳି ମନେ ହେଉଥିବା ବେଳେ ବର୍ତ୍ତମାନ ଏହା ଏକ ସାଧାରଣ ଖବରରେ ପରିଣତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଯୋଗାଣ ସହାୟକ ମାନେ ଗରିବ ହିତାଧିକାରୀଙ୍କୁ ଚାଉଳ ଦେବାରେ ବ୍ୟତିକ୍ରମ କରି ଉପରିସ୍ଥ ଅଧିକାରୀ ଓ…

ମିନତୀ ମିଶ୍ରଙ୍କ ‘ମିନୁର ମିନି କବିତା’ ଲୋକାର୍ପିତ

ଭୁବନେଶ୍ୱର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ସପ୍ତମ କବିତା ସଙ୍କଳନ ‘ମିନୁର ମିନି କବିତା’ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ତଥା ଲେଖକ ସରୋଜ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନୀ ମହାନ୍ତି…