Latest Odisha News

BREAKING NEWS

ଫକୀର ମୋହନ ନାହାକଙ୍କ ରଚିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ହେଲଥ କମ୍ୟୁନିକେସନ ଓ ଗାଁ କଥା ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର ଉଦ୍ଘାଟନୀ ସମାରୋହ ଅବସରରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ…

କବିତା : ନିର୍ଣ୍ଣୟ

ବଳରାମ ପୂଜାରୀ ବାହୁଡୁଥିଲେ ତମାମ ମୃତ୍ୟୁ ମୁହାଁ ପ୍ରତିଜ୍ଞାସବୁ ? ଖୋଳପା ଛଡେଇ ଆୟୁଷମାନେ ପାଲଟୁ ଥିଲେ ପ୍ରାରବ୍ଧର ପାଲଟାବାଘ ? ଦିର୍ଘାୟୁ ପ୍ରାପ୍ତ ଆଶୀର୍ବାଦର ଆହୁତିରେ ଭସ୍ମ ହେଉଥିଲେ ଭ୍ରମିତ ଆଣ୍ଟପଣର ଅସୀମ ଧୈର୍ଯ୍ଯ, ବାଟ ଭାଙ୍ଗୁଥିଲେ, ଅଭେଦ୍ଯ ଅସହିଷ୍ଣୁ…

୪୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଯାଜପୁର: ଥମିବାର ନାଁ ନେଉନାହିଁ ରାଜ୍ୟରେ ଧଳା ଜହର କାରବାର । ଯାଜପୁର ସହରରେ ବୃଦ୍ଧି ପାଉଥିବା ଧଳା ଜହର କାରବାର ପୋଲିସ ଓ ଅବକାରୀ ବିଭାଗର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଆଜି ପୁଣି ଯାଜପୁରରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଯାଜପୁର ଥାନା ପୋଲିସ ବ୍ରାଉନ…

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ, କାରଣ ଅସ୍ପଷ୍ଟ

ପୁରୀ: ପୁରୀରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ ହୋଇଛି । କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୁରୀ ପୋଲିସ ହାଇସ୍କୁଲରେ ଦେଖିବାକୁ ମିଳିଛି ଏହି ଘଟଣା । ତେବେ ଆହତ ଛାତ୍ର ଜଣକ ଦଶମ ଶ୍ରେଣୀର ମୁନା ସାହୁ ହୋଇଥିବା…

ବିରୋଧୀଙ୍କ ହଙ୍ଗାମା, ସର୍ବଦଳୀୟ ବୈଠକ ପରେ ବି ଗୃହ ଅଚଳ: ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱୀତିୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ  । ସ୍ୱାଭାବିକ ଭାବେ ଚାଲି ପାରିଲାନି ଗୃହ । ୨ ଥର ଗୃହ ମୁଲତବି ରଖିବା ପରେ ବି ଅଚଳାବସ୍ଥା ଦେଖା ଦେଇଥିଲା। ଶେଷରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ସ୍ୱାଭିବିକ ହୋଇ…

୨୬ ବର୍ଷୀୟ ଭାରତୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ; ହାତେଇଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟାଇଟଲ୍

ନୂଆଦିଲ୍ଲୀ: ସାଧାରଣତଃ ଜଣେ ବ୍ୟକ୍ତିଙ୍କର ପାଟିରେ ୩୨ଟି ଦାନ୍ତ ଥାଏ। କିନ୍ତୁ ଆପଣ କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସାଧାରଣ ଦାନ୍ତ…

ବିଧାନସଭା ସାମ୍ନାରେ ପୋଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି

ଭୁବନେଶ୍ଵର: ରାଜସ୍ଵ ଜମିପଟା ପ୍ରଦାନ ଦାବିରେ ତେଜିଲା ବିଦ୍ରୋହ । ବିଧାନସଭା ସମ୍ମୁଖରେ ପୋଲିସ-ସାଲିଆ ସାହି ବସ୍ତିବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ଵ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ବସ୍ତିବାସିନ୍ଦା । ସାଲିଆ ସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବାରୁ ଏବଂ…

ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍, ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର: ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍ । ହଠାତ୍ ବେହୋସ୍ ହୋଇଗଲେ ଛାତ୍ର । ଡାକ୍ତରଖାନାରେ ଭର୍ତ୍ତି କଲେ ଶିକ୍ଷକ ହେଲେ ଚାଲିଗଲା ଛାତ୍ରର ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁ ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ । ସୂଚନା ଅନୁସାରେ,…

ଶୀତଦିନେ ଖାଆନ୍ତୁ ଏହି ସବୁ ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ

ଭୁବନେଶ୍ଵର: ଶୀତଦିନ ସାଧାରଣତଃ ଲୋକମାନେ କମ୍ ପାଣି ପିଇଥାନ୍ତି । ଯେଉଁଥିପାଇଁ ସେମାନଙ୍କର ତ୍ବଚା ଶୁଷ୍କ ରହିବା ସହ ଓଠ ମଧ୍ୟ ଫାଠି ଥାଏ । କିଛି କିଛି ଲୋକଙ୍କ ଶରୀରରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ୍, କୋଷ୍ଠ କାଠିନ୍ୟ, ଚର୍ମ ସମସ୍ୟା ଆଦି ମଧ୍ୟ ଦେଖାଯାଏ । ଯେଉଁ କାରଣରୁ ସେମାନେ…