Latest Odisha News

BREAKING NEWS

ଟାଟୁ ବନେଇଥିବା ଲୋକେ କରିପାରିବେନି ରକ୍ତଦାନ, ହୋଇପାରେ ବିପଦ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଲୋକେ ସେମାନଙ୍କର ହାତ, ଗୋଡ, ପିଠି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରନ୍ତି। ଟାଟୁ ତିଆରି କରିବାର ଏକ ଧାରା ପାଲଟିଯାଇଛି। କିନ୍ତୁ ଡାକ୍ତରମାନେ କୁହନ୍ତି ଯେ, ଯେଉଁମାନଙ୍କର ରକ୍ତ…

ଏଵେ ଆଦାନୀ ଗ୍ରୁପ ବିକ୍ରି କରିବ ଟ୍ରେନ ଟିକେଟ୍!

ନୂଆଦିଲ୍ଲୀ: ଆଦାନୀ ଏଣ୍ଟରପ୍ରାଇଜେସ୍ ଖୁବ୍ ଶୀଘ୍ର ଅନଲାଇନରେ ଟ୍ରେନ୍ ଟିକେଟ୍ ବିକ୍ରି ବ୍ୟବସାୟ କରିବାକୁ ଯାଉଛି। ଏହା ସହିତ ଆଦାନୀ ଗ୍ରୁପ ଅନଲାଇନରେ ଟ୍ରେନ ଟିକେଟ୍ ବୁକିଂ ବ୍ୟବସାୟରେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଏକଚାଟିଆ ବ୍ୟବସାୟକୁ…

ଯୁବକର ଖଣ୍ଡା ଚୋଟରେ ଦୁଇ ମହିଳାଙ୍କ ମୃତ୍ଯୁ

ପାରାଦୀପ: ଏକ୍ସପ୍ରେସ୍ ୱେ କଲୋନୀରେ ଯୁବକର ଉନ୍ମତ୍ତ କାଣ୍ଡ। ଯୁବକର ଖଣ୍ଡା ଚୋଟରେ ୨ ମହିଳା ମୃତ। ରବିବାର ଜଗତତ୍ସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳର ଏକ୍ସପ୍ରେସୱେ କଲୋନୀରେ ଏହି ହତ୍ୟାକାଣ୍ଡ ସମସ୍ତଙ୍କୁ ହତବାକ କରିଦେଇଛି। ଜଣେ ମୃତକଙ୍କ ନାମ ମୀନାରାଣି ସାହୁ (୫୦) ଏବଂ ଅନ୍ୟଜଣେ…

ଶିଶୁ ଗଳ୍ପ : କାଳିଆ ଲେଉଟିଲା

କୁଞ୍ଜ ବିହାରୀ ସାହୁ ଚାହୁଁଚାହୁଁ ବରଷେ ପୂରିଗଲା । କାଳିଆ ସାଆନ୍ତ ତା ସିଂହାସନରେ ବସିଛି ଯେ ବସିଛି । ତା' ପାଖରେ ଅଛି ବଡଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା । ଏମିତି ରତ୍ନ ସିଂହାସନରେ ବସି କେତେ ଭକ୍ତଙ୍କୁ ପାଖକୁ ଡାକୁଥିବ ଯେ । ସିଏ କଣ ବୁଝିପାରୁନି ତାକୁ ଟିକେ ଦର୍ଶନ କରିବାକୁ ପୁରୀ…

ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ, ରାତିରେ ପ୍ରତିବାଦ କଲେ ପାକନାଗୁଡା ବାସିନ୍ଦା

ନବରଙ୍ଗପୁର: ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ। ପାକନାଗୁଡା ଗାଁର ଶତାଧିକ ଲୋକ ଶନିବାର ବିଳମ୍ବିତ ରାତିରେ ତଣ୍ଡାଗୁଡାସ୍ଥିତ ଗ୍ରୀଡ୍ କାର୍ଯ୍ୟାଳୟର ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରିଛନ୍ତି। ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି…

ଆଜି ବିଶ୍ୱ ପିତୃ ଦିବସ, ବାପା ପରିବାର ପାଇଁ ଛାତଟିଏ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ପିତୃ ଦିବସ। ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ମାଆ ଏବଂ ଶିଶୁ ସମ୍ପର୍କ ସବୁଠାରୁ ମୂଲ୍ୟବାନ ବୋଲି କୁହାଯାଏ କିନ୍ତୁ ପିତା ପିଲାମାନଙ୍କ ପାଇଁ ସୁରକ୍ଷା କବଚ ସଦୃଶ୍ୟ। ହାତ ଧରି ଯିଏ ଚାଲିବା ଶିଖାଏ, ମୁଣ୍ଡଝାଳ…

ଏଠି ରାଜନେତା ନିରବ, ବ୍ୟୁରୋକ୍ରାଟ ନେତୃତ୍ବ ନେଉଛନ୍ତି: ଜୁଏଲ ଓରାମ

ସୁନ୍ଦରଗଡ: ସାଂସଦ ଅପରାଜିତା ଷଡ଼ଙ୍ଗୀ ସଚିବଙ୍କୁ ବିରୋଧ କରି ଦେଇଥିବା ମନ୍ତବ୍ୟକୁ ସମର୍ଥନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ। ଫାଇଭ ଟି ସଚିବ ପ୍ରସଙ୍ଗ ଉଠାଇ ଜୁଏଲ ଓରାମ କହିଛନ୍ତି,  ସଚିବ ଯେପରି ଚଳାଇଛନ୍ତି ଆପଣ ଦେଖୁଛନ୍ତି, ମୁଁ ବି ଦେଖୁଛି। ଏଇଟା ପବ୍ଲିକ ଓ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏବେ ଜର୍ଜ ଓ କେଟି- ତମେ ଦୁହେଁ ‘ଘ’ ପ୍ରସ୍ଥାନଦ୍ୱାର ଦାୟିତ୍ୱରେ ରହିବ ଯେଉଁ ବାଟ ଦେଇ କେବଳ ଡିଲକ୍ସ ସୁଇଟ୍‌ର ଯାତ୍ରୀମାନେ ହିଁ ଯିବେ । ସେସବୁ ସୁଇଟ୍‌ର ଯାତ୍ରୀମାନଙ୍କ ବିବରଣୀ ମୁଁ ତମକୁ ଦେଇଦେବି ।…

ପୁରୀରେ ନକଲି ଅବଢା ବିକ୍ରି ଜଗନ୍ନାଥ ସଂସ୍କୃତି ବିରୋଧୀ: ଗଜପତି

ପୁରୀ: ନକଲି ଅବଢ଼ା ବିକ୍ରି ବନ୍ଦ ହେବା ଦରକାର। ମହାପ୍ରସାଦର ସ୍ବତନ୍ତ୍ର ମର୍ଯ୍ୟାଦା ଓ ପ୍ରସ୍ତୁତ ପ୍ରଣାଳୀ ରହିଛି। ଏଥିପାଇଁ ନୀତି ନିୟମ ରହିଛି। ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ନକଲି ଅବଢ଼ା ବିକ୍ରି ହେଉଥିବା ନେଇ ଏବେ ସୁଆର ମହାସୁଆର ନିଯୋଗର ଅଭିଯୋଗକ୍ରମେ…

ଗଳ୍ପ : ବାପା

ସ୍ବର୍ଣ୍ଣଲତା ମହାପାତ୍ର  ମୁଁ ଲେମ୍ବୁ ଆଚାର ଚାଟିଚାଟି ମିଷ୍ଟର ଇଣ୍ଡିଆ ସିନେମା ଦେଖୁଥିଲି।ରାତି ପାହିଲେ ରାକ୍ଷୀ ପୁନେଇଁ।ମା ଶିଳରେ ବିରି ଚାଉଳ ବାଟୁଥିଲା,ଘର୍ ଘର୍ କରି।ମତେ ବିରକ୍ତ ଲାଗିଲା।ମୁଁ କବାଟ ଆଉଜାଇ ଗୋଡ ହଲେଇ ହଲେଇ ଶାନ୍ତିରେ ଟିଭି ଦେଖିଲି। ବିକଳିଆ ଶବ୍ଦଟେ ବାହାରୁ…