ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବ୍ରହ୍ମ ସତ୍ୟ
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଗୁରୁବାଦରେ ଶ୍ରୀ ଜଗନ୍ନାଥ, ଆଦିଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଅଦ୍ବେତବାଦ, ଶ୍ରୀ ରାମାନୁଜ ବଶିଷ୍ଟଙ୍କର ଦ୍ୱେତବାଦ ଓ ତତ ପରବର୍ତ୍ତୀ କାଳରେ ଶ୍ରୀ ନିମ୍ବକାଚାର୍ଯ୍ୟଙ୍କ ଦ୍ଵେତା ଦ୍ୱେତ ବାଦର ପ୍ରକ୍ଷପଣ ଘଟିଥିଲା । ପ୍ରଥମେ ବ୍ରହ୍ମ ସତ୍ୟ ଜଗତ…