Latest Odisha News

BREAKING NEWS

ମାତ୍ର ୬ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ

ବେଙ୍ଗାଲୁରୁ: ଧୋକା ଦେଲା ଇଣ୍ଡିଗୋ । କମ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ । ଯାତ୍ରୀଙ୍କ ସଂଖ୍ୟା କମ ଥିଲା ବୋଲି ଗନ୍ତବ୍ୟସ୍ଥଳକୁ ନ ଯାଇ ଯାତ୍ରୀଙ୍କୁ ଓହ୍ଲାଇଦେଲା ଇଣ୍ଡିଗୋ । କିଛି ଯାତ୍ରୀ ଏବେ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ଏପରି ସଂଗୀନ ଅଭିଯୋଗ କରିଛନ୍ତି । ଯାତ୍ରୀମାନେ କହିଛନ୍ତି…

ଚୌଧୁରୀ ମହାବିଦ୍ୟାଳୟର ବିଏମପି ହୋଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

ଯାଜପୁର: ଜିଲ୍ଲାର ସର୍ବ ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବିଏମପି ଛାତ୍ର ନିବାସରୁ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣଙ୍କ ହେଲେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଚିରଞ୍ଜୀବ ସାହୁ। ଚିରଞ୍ଜୀବ ବିଂଝାରପୁର ଥାନା ଅନ୍ତର୍ଗତ ମଲ୍ଲିଆ ଗ୍ରାମର ଭରତ…

ଅଣ୍ଡିରା ଜନ୍ମ ହୋଇ ମାଈ ହୋଇଯାଏ ଏହି ଅଜବ ଜୀବ

ବିଶ୍ୱରେ ଅନେକ ଅଜବ ଜୀବଜନ୍ତୁ ଅଛନ୍ତି । ତା’ ମଧ୍ୟରୁ ଆମେ କିଛି ଜାଣିଥିବା ବେଳେ ଆଉ କିଛି ବିଷୟରେ ବେଶ୍ ଅଜଣା । ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ । ଯିଏ ନିଜର ପତଳା ଶରୀର ପାଇଁ ଚାଇନିଜ୍ ଡ୍ରାଗନ ଭଳି ଦେଖାଯାଏ । ଏହି ଜୀବର ବୟସ ବଢ଼ିବା ସହିତ ସେ ନିଜର ରଙ୍ଗ ମଧ୍ୟ ବଦଳାଇଥାଏ ।…

ପଞ୍ଚୁକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି କମିଟି ବୈଠକ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ପଞ୍ଚୁକ ସମୟରେ ହବିଷ୍ୟାଳୀଙ୍କ ପାଇଁ ସେଡ୍ ର ବ୍ୟବସ୍ଥା ହେବ। ଗତକାଲି ମୋର…

ଯେଉଁ ସ୍ଥାନକୁ ଡରୁଥିଲେ ଭିକି, ସେଠାରେ ହିଁ କଲେ ବିବାହ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ଆକର୍ଷଣୀୟ ହିରୋଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରତ୍ୟେକ ଭୂମିକାରେ ନିଖୁଣ ଭାବେ ଅଭିନୟ କରି ପାରୁଥିବା ପରି ଜଣେ ଦକ୍ଷ ଅଭିନେତା । ତାଙ୍କ ନିକଟରେ ଚମତ୍କାର କମେଡି ଦକ୍ଷତା ଥିବା ସହ ସେ ଜଣେ ଆକ୍ସନ ହିରୋ…

ଚୋର ସନ୍ଦେହରେ ନିର୍ଧୁମ ଛେଚିଲେ ଲୋକେ: ୨ ମୃତ୍ୟୁ, ଜଣେ ଗୁରୁତର

ବରଗଡ଼: ୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାରେ। ମୃତ ଦୁଇ ଯୁବକ ହେଉଛନ୍ତି ବିଜୟ ବାଗ ଓ…

‘ସିଙ୍ଘମ ଏଗେନ’ର ପ୍ରଥମ ପୋଷ୍ଟର ରିଲିଜ୍‌, ଭାଇରାଲ ହେଲା ଅଜୟଙ୍କ ଲୁକ୍‌

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ସିଘଂମ ଏଗେନ୍‌ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି । ରୋହିତ୍ ନିଜେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏଥିରେ ମୁଖ୍ୟ କଳାକାର ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି । ଏହାର ସୁଟିଂ ଚାଲିଥିବା ବେଳେ ରୋହିତ ଧୀରେ ଧୀରେ…

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅହିଂସାର ବାର୍ତ୍ତା ଦେଉଛି ଓଡ଼ିଶାର ‘କରୁଣା ସିଲ୍କ’

ଭୁବନେଶ୍ୱର: ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ…

ଅଯୋଧ୍ୟା ରାମ ମନ୍ଦିର ପାଇଁ ଚାଲିଛି ପୂଜାରୀ ଚୟନ, ଆବେଦନ କରିଛନ୍ତି ୩ ହଜାର ପ୍ରାର୍ଥୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୦୨୪ ଜାନୁୟାରି ୨୨ ତାରିଖ ଦିନ ଅନୁଷ୍ଠିତ ହେବ । ଏବେ ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିପାଇଁ ୩୦୦୦ ପ୍ରାର୍ଥୀ ଆବେଦନ କରିଥିଲେ । ଏଥିମଧ୍ୟରୁ ୨୦୦ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ…

ରାହୁଲ ବୁଝାଇଲେ ବିଜେପିର ସିଷ୍ଟମ, ରାସ୍ତାରେ ବୁଲିଲେ ମୋଦି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର ପ୍ରଚାର ଆହୁରି ତୀଵ୍ର ହୋଇଛି। ଉଭୟ ଦଳର କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ଏହି ଅବସରରେ କଂଗ୍ରେସ…