Latest Odisha News

BREAKING NEWS

ମନ୍ଦିରକୁ ଯିବାକୁ ହେଲେ ପ୍ରଥମେ ଘଣ୍ଟି ବଜାଯାଏ କାହିଁକି? ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ପୂଜା ସମୟରେ ଘଣ୍ଟିବଜାଇବା ଏକ ବିଶେଷ ମହତ୍ତ୍ୱ ରଖେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । ତେବେ ବେଳେବେଳେ ମନରେ ପ୍ରଶ୍ନ ଉଠେ ମନ୍ଦିରରେ…

ଦୀପିକାଙ୍କ ସ୍ୱାମୀ ହେବାକୁ ୨୦ କୋଟି ଟଙ୍କାର କ୍ଷତି ସହିଥିଲେ ରଣଭୀର

ମୁମ୍ବାଇ: ନିକଟରେ ବଲିଉଡର ଶ୍ରେଷ୍ଠ ଦମ୍ପତି କୁହାଯାଉଥିବା ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ପ୍ରେମ କାହାଣୀ ୨୦୧୩ ଚଳଚ୍ଚିତ୍ର 'ରାମ-ଲୀଲା'ରୁ ଆରମ୍ଭ ହୋଇଥିଲା। ଏହା ପରେ 5 ବର୍ଷ ପରସ୍ପରକୁ ଡେଟ୍ କରିବା ପରେ, ଉଭୟେ ୨୦୧୮ ରେ ଇଟାଲୀରେ ଡିସଟାନ୍ସ ବିବାହ କରିଥିଲେ। ଉଭୟଙ୍କ ଯୋଡିକୁ…

ଅବପାତରେ ପରିଣତ ହେଲା ଲଘୁଚାପ, ଆଜିଠୁ ବର୍ଷିବ: ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହେଉଛି । ଆଜି ଏହା ଅବପାତରେ ପରିଣତ ହେବ ।ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ କରି…

ଗୁଗୁଲ୍ ସର୍ଚ୍ଚରେ କିପରି ପାଇବେ ଆପଣଙ୍କର ନାମ ? ଜାଣନ୍ତୁ ଏହି ସହଜ ଟ୍ରିକ୍

ନୂଆଦିଲ୍ଲୀ: ଗୁଗୁଲରେ ବଡ଼ ବଡ଼ିଆ ଲୋକଙ୍କ ନାଁ କିମ୍ବା ସେଲିବ୍ରିଟିଙ୍କ ନାଁ ସର୍ଚ୍ଚ କଲେ ତୁରନ୍ତ ସେମାନଙ୍କ ବିଷୟରେ ତଥ୍ୟ ଆସିଯାଏ। କିନ୍ତୁ କୌଣସି ସାଧାରଣ ଲୋକଙ୍କ ନାଁ ସର୍ଚ୍ଚ କଲେ ତାହା ଦେଖାଏ ନାହିଁ। ଏବେ କିନ୍ତୁ ଗୁଗୁଲରେ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ଗୁଗୁଲରେ ଆପଣଙ୍କ ନାମ…

‘ସରକାର ପ୍ରତିଶ୍ରୁତି ଦେଇ ଦାବି ପୂରଣ କରୁନାହାନ୍ତି, କୌଣସି ଚେତାବନିକୁ ଡରିବୁନି’

ଭୁବନେଶ୍ୱର: ହଜାର ହଜାର ଅଙ୍ଗନବାଡି କର୍ମୀ ବୁଧବାର ଭୁବନେଶ୍ୱର ଠାରେ ନିଜର ଚାକିରି ନିୟମିତ କରିବା ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୁର ସଙ୍ଘ, ଓଡିଶା ଅଧିନରେ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସରକାର ସେମାନଙ୍କୁ…

ଆସନ୍ତାକାଲିଠାରୁ ଜଗମୋହନ ଓ ନାଟମଣ୍ଡପ ମରାମତି ନିର୍ଦ୍ଦେଶ

କଟକ: କାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ମରାମତି କାମ । ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ତୁରନ୍ତ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ ଏଏସଆଇ ଚାହୁଁଥିଲା । ଏଏସଆଇର ଆବେଦନକୁ ଅଗ୍ରାହ୍ୟ…

ପୁଣି ନରସିଂହ ଉଠାଇଲେ କୋଶଳ ରାଜ୍ୟ ପ୍ରସଙ୍ଗ, ନାପସନ୍ଦ କରି କଡା ଜବାବ ଦେଲେ ଭୂପିନ୍ଦର ଓ ଖାରବେଳ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଅବହେଳା କଲେ ଦୁଇ ଭାଗ ହେବ ଓଡ଼ିଶା । କିଛି ଦିନ ହେବ ଏହି ପ୍ରସଙ୍ଗ ପ୍ରଶମିତ ହୋଇଥିବା ବେଳେ ବଲାଙ୍ଗୀର ଲୋଇସିଂହାରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ କଂଗ୍ରେସ ବିଧାୟକ ଦଳର ନେତା ଏପରି କହି ପୁଣିଥରେ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି। ସେ…

ପାକିସ୍ତାନ, ଚାଇନାର ବଢ଼ିଲା ଚିନ୍ତା: ୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ଆଜକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦୁଇ ଦେଶ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ ଏବଂ କେହି ନଇଁବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା,…

ଭାରସାମ୍ୟ ହରାଇ ୨୫୦ ମିଟର ତଳକୁ ଖସିଲା ବସ; ୩୦ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । କିସ୍ତଓ୍ବାଡା ରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ବସ୍ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍‌ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଛି । ଘଟଣାରେ ପ୍ରାୟ ୩୦ ରୁ…

ବିଶ୍ବକପରେ ସର୍ବାଧିକ ଛକା ମାରି ରୋହିତ ଭାଙ୍ଗିଲେ ଗେଲଙ୍କ ରେକର୍ଡ, ୪୭ରେ ଆଉଟ୍

ମୁମ୍ବାଇ: ସେମିଫାଇନାଲ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଓପନର ତଥା ଅଧିନାୟକ ଛକା ମାରି ରେକର୍ଡ କରିଛନ୍ତି। ସେ ବିଶ୍ବକପରେ ସର୍ବାଧିକ ଛକା ମାରି ଓ୍ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ୮ ଓଭର ସୁଦ୍ଧା ଭାରତ ୭୦ ରନ କରିଥିବା ବେଳେ…