Latest Odisha News

BREAKING NEWS

ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ

ରାୟଗଡା: ଆଜି ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କ ୧୪୮ ତମ ଜୟନ୍ତୀ । ଭାରତ ଇତିହାସରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼ି ସହିଦ ହୋଇଥିଲେ ବିର୍ସାମୁଣ୍ଡା । ଏହି ଅବସରରେ ବିର୍ସା ମୁଣ୍ଡାଙ୍କୁ ମନେପକାଇ ତାଙ୍କ ଜୟନ୍ତୀ ଗୁଣୁପୁର ଚଇତି ମଣ୍ଡପରେ ପାଳିତ ହୋଇଛି । ଏହି ସଭାରେ…

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ନୂଆଦିଲ୍ଲୀ: ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଉତ୍ତର ପ୍ରଦେଶର ଇଟାୱା ନିକଟରେ ଟ୍ରେନରେ ଲାଗିଲା ନିଆଁ। ନିଆଁ ଲାଗି ୩ଟି ବଗି ହୁତ୍‌ହୁତ୍‌ ଜଳୁଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡରେ ଯାତ୍ରୀଙ୍କ କ୍ଷୟକ୍ଷତି ସଂପର୍କରେ ସୂଚନା ନାହିଁ। ସୂଚନା ଅନୁସାରେ…

ଛତ୍ରପୁର ଆରଟିଓ ଅଫିସ କ୍ୟାମ୍ପସରୁ ୪ ଦଲାଲ ଗୁରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଞ୍ଚଳିକ ପରିବହନ(ଆରଟିଓ) କାର୍ଯ୍ୟଳୟ ପରିସରରେ ଚଢ଼ଉ । ଆଜି ପୋଲିସ ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇ ୪ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଡିଏଲ୍‌, ଆର୍‌ସି ବୁକ୍‌ ପ୍ରମୁଖ ଜବତ ହୋଇଛି । ସୂଚନାକ୍ରମେ, ଦିନକୁ ଦିନ ଛତ୍ରପୁର…

କୋହଲିଙ୍କ ପ୍ରଶଂସାରେ ସଚିନ ଶତମୁଖ, ଜଣେ ଯୁବ ଖେଳାଳି ବହୁତ ଶୀଘ୍ର ବିରାଟ ହୋଇଗଲେ

ମୁମ୍ବାଇ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକକୁ ଭାଙ୍ଗି ବିରାଟ କୋହଲି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଏ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସଚିନ ମଧ୍ୟ ନିଜେ ଏ ନେଇ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସେ…

କାହିଁକି ପାଳନ କରାଯାଏ ପଞ୍ଚୁକ ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ ଓ ପୂଜା ବିଧି

ଭୁବନେଶ୍ଵର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ ପାଳନ କରାଯାଏ ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଆସନ୍ତା ୨୨ରୁ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ…

ଗଞ୍ଜେଇ ମାମଲାରେ ବିକ୍ରମ ଦେବ କଲେଜର ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ

କୋରାପୁଟ: ଜୟପୁର ସହରରୁ ୫ ଜଣଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ। ଗଞ୍ଜେଇ ମାମଲାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୫ ଛାତ୍ରଙ୍କୁ କର୍ଣ୍ଣାଟକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାତି ଅଧିଆ ଉଠାଇ ନେଇଥିବା ସୂଚନା ମିଳିଛି। ଘଟଣାକୁ ସ୍ପଷ୍ଟ କଲେ ଜୟପୁର ଟାଉନ ଥାନା ଅଧିକାରୀ।…

କୋହଲି, ଆୟାରଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୯୮ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଓ ଶ୍ରେୟାଶ ଆୟାରଙ୍କ ଚମତ୍କାର ଶତକ ବଳରେ ଭାରତ ୩୯୮ ରନର ବିଶାଳ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି ।  ବିଶ୍ୱକପ କ୍ରିକେଟର ନକଆଉଟ ପର୍ଯ୍ୟାୟରେ ଭାରତ ସର୍ବାଧିକ ସ୍କୋର କରିବା ଗୌରବ ଅର୍ଜନ କରିଛି ।…

ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସହିତ କଳାକୁ ସମ୍ମାନିତ କରିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ବିଭିନ୍ନ କଳାର ବିକାଶ…

ଗଞ୍ଜେଇ ଧରି ଯାଉଥିଲେ ଦୁଇ ଯୁବତୀ, ମାଡ଼ି ବସିଲା ରେଲୱେ ପୋଲିସ

ବଲାଙ୍ଗିର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଲେ ଦୁଇ ଯୁବତୀ। ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଏହି ଦୁଇ ଯୁବତୀ ଦୁଇଟି ଟ୍ରଲି ବ୍ୟାଗ ନେଇ…

ସାମ୍ବାଦିକଙ୍କୁ ପିଟିଲେ ମହିଳା କର୍ମଚାରୀ, ଭିଡିଓ ଭାଇରାଲ

ବାଲେଶ୍ୱର: ସାମ୍ବାଦିକଙ୍କୁ ପୁଣି ଦୁର୍ବ୍ୟବହାର । ଜଣେ ମହିଳା ସରକାରୀ କର୍ମଚାରୀ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଦେଖାଇବା ସହ ମାଡ ମାରିଛନ୍ତି । ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସଂପୃକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ…