Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଜାଣିଲେ ଅଧିକାଂଶ ସେବା ବଂଶାନୁକ୍ରମିକ ଭାବେ ଚାଲିଆସୁଛି। ଅର୍ଥାତ ଶ୍ରୀମନ୍ଦିର ପରମ୍ପରା ସହ ନିବିଡ଼ ଭାବେ ଜଡିତ ହୋଇ…

ସ୍କୁଲ ବିକ୍ରି ପାଇଁ ପିଲା ଦେଇ ଦେଲେ ଅନ୍‌ଲାଇନରେ ବିଜ୍ଞାପନ

ନ୍ୟୁୟର୍କ: ପିଲାମାନଙ୍କ ପାଇଁ ଶିକ୍ଷା କେତେ ଜରୁରୀ ଓ ଏହାର ମହତ୍ୱ କେତେ ତାହା ଉଣା ଅଧିକେ ସବୁ ଅଭିଭାବକ ଜାଣନ୍ତି । କିନ୍ତୁ ଏକଥା ସ୍କୁଲ ଯାଉଥିବା ଅନେକ ପିଲାଙ୍କୁ ଅଜଣା ଥାଏ । ସ୍କୁଲରେ ଶୃଙ୍ଖଳିତ ନିୟମ ଓ ପାଠ ପଢିବା ପାଇଁ ଘଣ୍ଟା ଘଣ୍ଟା ଧରି ସ୍କୁଲରେ ଉପସ୍ଥିତ ରହିବା ଆଦିକୁ ନେଇ…

ବାପାଙ୍କ ମୃତ୍ୟୁ ପରେ ମାଆଙ୍କୁ ମୁମ୍ବାଇ ଆଣିଲେ ଅଭିନେତା ଆୟୁଷ୍ମାନ

ମୁମ୍ବାଇ:ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ କ’ଣ ତାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଆଉ ଯିଏ ଆମ ସହ ଅଛନ୍ତି ତାଙ୍କୁ ନେଇ ଆଗକୁ ବଢିବାକୁ ପଡ଼ିବ ବୋଲି କହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ନିକଟରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବୁଧବାର ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏହି ମ୍ୟାଚ ମାଧ୍ୟମରେ ବିରାଟ କୋହଲି ଅଷ୍ଟ୍ରେଲିଆ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ଏକ ରେକର୍ଡ ସହ ସମକକ୍ଷ ହେବା ପାଇଁ ଉଦ୍ୟମ କରିବେ । ବ୍ରାଡମ୍ୟାନ ଟେଷ୍ଟ କ୍ରିକେଟରେ ୨୯…

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ଘରେ ଘରେ ପହଁଚାଇବା, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପରିସରକୁ ଆଣିବା, ସାଧାରଣ ଲୋକଙ୍କୁ ଏହାର ଭାଗିଦାରୀ କରିବା, ଲାଭାର୍ଥୀଙ୍କ ସହ…

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ଦାବି

ପୁରୀ: ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଖୋଲୁ ଶ୍ରୀମନ୍ଦିରର ଚାରିଦ୍ୱାର । ଆଜି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରାଯାଇଛି । ପୁରୀବାସୀଙ୍କ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଦେଖି…

ତବୁଙ୍କ ସହ କାମ କରିବାକୁ ମୁଁ ଉତ୍ସାହିତ ଥିଲି: ଏମିତି କିଛି କହିଲେ କରିନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କରୀନା କପୁର ଆଜିକାଲି ଫିଲ୍ମ ‘ଦ କ୍ରୁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ବ୍ୟତୀତ ଅଭିନେତ୍ରୀ ତବୁ ଏବଂ କ୍ରିତି ସାନନ୍ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ମାର୍ଚ୍ଚ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ସମୟରେ…

ଏନ୍‍ଆଇଆର୍‍ଏଫ୍‍ ରାଙ୍କିଂ, ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ର‌୍ୟାଙ୍କିଂ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍) ସୋମବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ…

ବିଶ୍ୱ ପରିବେଶ ଦିବସ ୨୦୨୩ ଜେଏସପି ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟରେ ପାଳିତ

ଯୋଡ଼ା/ବଡ଼ବିଲ: ବିଶ୍ୱ ପରିବେଶ ଦିବସ ୨୦୨୩, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ମାଇନ୍ସରେ ମହା ସମାରୋହରେ ପାଳିତ ହୋଇଯାଇଛି | ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ “ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା” ବିଷୟବସ୍ତୁ ଉପରେ ପାଳନ କରାଯାଉଛି, - ଏହା ସ୍ମରଣ…

୩୦ ବର୍ଷରେ ଏକ କୋଟି ଗଛ ଲଗାଇଲେଣି ଟ୍ରି ମ୍ୟାନ୍ ଅଫ୍ ଇଣ୍ଡିଆ

ରାଜସ୍ଥାନ: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏପରି ପରିସ୍ଥିତିରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ତାଙ୍କ ଜୀବନର ୩୦ ବର୍ଷ ପରିବେଶ ଏବଂ ପ୍ରକୃତି ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ସେ ୩୦ ବର୍ଷ…