ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୭)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଇଶାରା କରି କ୍ୟାପ୍ଟେନ୍ କ୍ରିଷ୍ଣମୂର୍ତ୍ତିଙ୍କ ଅଫିସ୍ ଆଡ଼କୁ ଚାଲିଲେ ।
“ମୁଁ ଜମା ବିଶ୍ୱାସ କରିପାରୁନି... ରୋଡ଼୍ରିଗେଜ୍ଙ୍କୁ ଆଜି ଆତ୍ମହତ୍ୟା କରିବାର ଥିଲା!”…