Latest Odisha News

BREAKING NEWS

ହୃଦଘାତରେ କନ୍ନଡ଼ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ

ବେଙ୍ଗାଲୁରୁ: ହୃଦଘାତରେ କନ୍ନଡ଼ ଫିଲ୍ମ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି ଏହି ଫିଲ୍ମ ଷ୍ଟାର୍। ଗତକାଲି ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥଇଲା। ଏହାପରେ ତାଙ୍କୁ…

ଶିଶୁ କବିତା : ସଫେଇ ବାଲା

ତରୁଣ କୁମାର ମିଶ୍ର  ସିପୁନ୍ ଆମ ଛୋଟ ପିଲାଟି ବାଲ୍ କୋନିରେ ବସି , ଜେଜେଙ୍କ ସାଥେ ଗପୁଥିଲା ସେ ହୋଇକି ଭାରି ଖୁସି । ଏହି ସମୟେ ସଫେଇ ଗାଡ଼ି ଆସିଲା ଗୀତ ଗାଇ , ଓଦା ଶୁଖିଲା ଅଳିଆ ଯେତେ ଦିଅ ମୁଁ ନେବି ବୋହି । ରଖିଛି ମୁହିଁ ଦୁଇଟି ଡବା ସବୁଜ ହଳଦିଆ , ସବୁଜଟିରେ…

ବୁଲା ବେପାରୀଙ୍କ ଠାରୁ ଆଇସ୍‌କ୍ରିମ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଡାକ୍ତରଖାନାରେ ଚାଲିଛି ଚିକିତ୍ସା

କୋରାପୁଟ: ଗାଁ ଗାଁ ବୁଲି ଆଇସ୍‌କ୍ରିମ କରୁଥିବା ବେପାରୀଙ୍କ ଠାରୁ ଆଇସି୍‌କ୍ରିମ୍ ପାଇଁ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବର୍ତ୍ତମାନ ଆହତମାନଙ୍କର ଡାକ୍ତରଖାନାରେ ଚିକିତ୍ସା…

ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ମେଦିନୀପୁର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତ ହୋଇ ଏକ ବସ୍‌ରେ ଘରକୁ ଫେରୁଥିବା ବେଳେ ବସ୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ମଦେନୀପୁରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଆହତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ଦି’, ଖୁବ୍ ଭୟଙ୍କର ସ୍ୱପ୍ନଟେ ଥିଲା - ତମେ ମତେ ଛାଡ଼ି ପଳେଇ ଯାଉଛ... ଏଇଟା ମୋ' ଭାଗ୍ୟ କହି...” ଥରିଯାଉଥିବା କଣ୍ଠସ୍ୱରକୁ ସ୍ଥିର ରଖିବାକୁ ଚେଷ୍ଟା କରି ବୀରା କହୁଥିଲା । “ଓହୋ! ଇଏ ତ ଗୋଟେ ସ୍ୱପ୍ନ…

କବିତା : ସ୍ନାନବେଦୀରେ ମହାପ୍ରଭୁ

ସୁଜାତା ପତି ସ୍ନାନ ପୂର୍ଣ୍ଣିମାରେ ମାନବୀୟ ଲୀଳା ପ୍ରତି ବରଷ ତୁ ପାଳନ କରୁ ଡୋରୀ ଲଗାଇଲେ ମିଳେ ତୋ ଦର୍ଶନ ସେ କଥା କି ଆମେ ଭୂଲିପାରୁ । ବରଷକେ ଥରେ ସ୍ନାନ କରୁ ତୁହି ଭାଇ ଭଉଣୀକୁ ସାଥେ ଧରି ତୋର ସେ ସ୍ନାନ ଜଗତେ ଦେଖନ୍ତି ସ୍ନାନ ପୂର୍ଣ୍ଣିମାର ପଡେ ହୁରି। ଶହେ ଆଠ ଗରା…

ଭାଷା ଭାଗବତ : ଭାଷାସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନନୁମେୟ ଏ ପ୍ରକୃତି ଦେଖୁଥିଲେ ହେଁ ଲୋକେ ନିତି କରଂତି ଭବିଷ୍ୟ ଗଣନା ଲାଗୁ ହୋଇନି କଟକଣା ' ଏହା କଲେ, ତାହା ହିଁ ହେବ ' ମନରେ ରଖି ଏହି ଭାବ ପ୍ରତ୍ୟହ ହେଉଁ ପରାଜିତ ତେବେ ବି ବଦଳୁନି ମତ ପ୍ରାପ୍ତିର ଆଶା ରଖି କାମ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଦେଉଳ କରଣଙ୍କ ବିଷୟରେ ଆଲୋଚନା କରିବା ସମୟରେ ଲାଗୁଛି ।ଏହା କି ପ୍ରକାର ସେବା ପ୍ରତ୍ୟକ୍ଷ ସେବା ନା ପରୋକ୍ଷ ସେବା । ଏହା ଏହି ଦୁଇ ପ୍ରକାର ସେବାଠାରୁ ବି ଅଲଗା…

୫ ତାରିଖ ଯାଏଁ ସମସ୍ତ କାର୍ଯ୍ୟକ୍ରମ ବାତିଲ କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଘଟିଯାଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଜେପି ତାର ସମସ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୫ ତାରିଖ ଯାଏଁ ବାତିଲ କରିଦେଇଛି । ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ୩ ଦିନିଆ ଅବିଭକ୍ତ କୋରାପୁଟ ଜିଲା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ…

ବିରୋଧୀଙ୍କ ଇସ୍ତଫା ଦାବିର ଜବାବ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିଛନ୍ତି । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିବା ବେଳେ ଜବାବ ରଖିଛନ୍ତି ରେଳ ମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମୟ ରାଜନୀତି କରିବାର…