ଏଫଆଇଏଚ ପ୍ରୋ ଲିଗ : ଅଲିମ୍ପିକ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ
ଲଣ୍ଡନ: ଏଠାରେ ଖେଳା ଯାଉଥିବା ଏଫଆଇଏଚ ପ୍ରୋ ଲିଗ ହକିରେ ଭାରତ ଅଲିମ୍ପିକ ଚାମ୍ପିୟନ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରିଛି । ୟୁରୋପିୟ ଲିଗରେ ଭାରତ ବେଲଜିୟମ ନିକଟରୁ ୧-୨ ଓ ବ୍ରିଟେନଠାରୁ ୨-୪ରେ ପରାଜିତ ହୋଇଥିଲା । ଏବେ ବିଜୟ ସହ ଟିମ ଇଣ୍ଡିଆ ସଫଳ ପ୍ରତ୍ୟାବର୍ତନ କରିଛି । ପଂଏଟ…