Latest Odisha News

BREAKING NEWS

ଶିମିଳିପାଳ ଜଙ୍ଗଲରୁ ଉଦ୍ଧାର ହେଲା ଯୁବକର ମର ଶରୀର, ବନ କର୍ମଚାରୀଙ୍କ ଗୁଳିରେ ପ୍ରାଣ ହାରିଥିବା ଅଭିଯୋଗ

ମୟୂରଭଞ୍ଜ: ଗୁରୁବାର ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତଦେହ ଶିମିଳିପାଳ ଜଙ୍ଗଲ ଭିତରୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗିରିପୋଷି ଥାନା ତାଳବନ୍ଧ ଫରେଷ୍ଟ ରେଞ୍ଜ ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ ଯିଏକି ଗାଈ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ପରେ ଜଙ୍ଗଲ ଭିତରକୁ ଯାଇ ଆଉ…

ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ଟ୍ୱିଟ୍ କରି ସୂଚନା ଦେବା ସହ ସମସ୍ତ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛି ।…

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଭୁବନେଶ୍ୱର କ୍ୟାମ୍ପସରେ ଭୌଗଳିକ କର୍ମଶାଳା

ଭୁବନେଶ୍ୱର: ସେଞ୍ଚୁରିଅନ୍ ୟୁନିଭରସିଟି ଜଟଣୀ କ୍ୟାମ୍ପସ ପରିସରରେ ପ୍ୟାନ୍ ଇଣ୍ଡିଆ (ଟ୍ରିମ୍ବଲ୍) ସହଯୋଗିତାରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାକୁ କ୍ୟାମ୍ପସ୍ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ ଓ ଡିନ୍ ଡକ୍ଟର ସୁଜତା ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ ।…

ପୃଥିବୀକୁ ରୋଗୀଣା କରି ସାରିଲେଣି ମଣିଷ: ରିପୋର୍ଟ

ନୂଆଦିଲ୍ଲୀ: ପୃଥିବୀ ଏବେ ହୋଇଛି ଅସୁସ୍ଥ । ଆଉ ଏଥିପାଇଁ ମଣିଷ ଦାୟୀ ବୋଲି ଆର୍ଥ କମିଶନ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତୀୟସ୍ତରର ପ୍ରକୃତି ଓ ସାମାଜିକ ବୈଜ୍ଞାନିକମାନଙ୍କୁ ନେଇ ଏହି କମିଶନ ଗଠିତ ହୋଇଛି । ୮ଟି ପର୍ଯ୍ୟାୟରୁ ୭ଟି ବିପଦକୁ ଆମେ ଅତିକ୍ରମ କରି ସାରିଲେଣି । ଆଗାମୀ…

ଅଗ୍ନି-୧ ମିସାଇଲର ଟ୍ରେନିଂ ଲଞ୍ଚ ସଫଳ

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ହୋଇଥିବା ଟ୍ରେନିଂ ଲଞ୍ଚ ସଫ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ସୂଚନା ମିଳିଛି ।…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ଲକ୍ଷ୍ୟ ସେନ, କିରଣ କ୍ୱାର୍ଟରରେ, ସାଇନା ବିଦା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ, କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ଲକ୍ଷ୍ୟ ୨୧-୧୭, ୨୧-୧୫ରେ ଚୀନର ଲି ଶିଫେଙ୍ଗଙ୍କୁ ଓ କିରଣ ମାଲେସିଆ ମାଷ୍ଟର୍ସ ଫାଇନାଲିଷ୍ଟ ୱେଙ୍ଗ…

ଜୁଲାଇ ସୁଦ୍ଧା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୫ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ଣରେ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌…

ଭାରତୀୟ କ୍ରିକେଟ ଟିମର ୩ଟି ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ଉନ୍ମୋଚିତ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଟିମର ନୂତନ କିଟ ସ୍ପନଶର ପକ୍ଷରୁ ଜର୍ସି ଉନ୍ମୋଚନ କରାଯାଇଛି । ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଭାରତୀୟ ଖେଳାଳିମାନଙ୍କ ପାଇଁ ୩ଟି ଯାକ ଫର୍ମାଟ ନିମନ୍ତେ ଅଲଗା ଅଲଗା ଜର୍ସି ପ୍ରସ୍ତୁତ କରିଛି ।…

ସଫଳ ହେଲା ଧୋନୀଙ୍କ ଅସ୍ତ୍ରୋପଚାର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣରେ ଗୂଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ଚାମ୍ପିୟନ ହୋଇଛି । ଏହା ପରେ ପୁନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରାଯାଉଛି । ଆଘାତ ସମସ୍ୟାରେ ପଡିଥିବା ଧୋନୀ ବ୍ୟାଟରେ ସେ ଭଳି କିଛି କମାଲ କରି ନ…

‘ତେଲେଙ୍ଗାନା ରାଜନୀତି’, କେସିଆରଙ୍କୁ ବ୍ରାହ୍ମଣ ଭରସା !

ଭୁବନେଶ୍ୱର: ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। ଏହି କ୍ରମରେ ରାଜ୍ୟର ଶାସକ ଦଳ ବିଆରଏସ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି। ରାଜ୍ୟରେ ବ୍ରାହ୍ମଣ ମାନଙ୍କୁ ଫୋକସ କରିଛି ଦଳ। ରାଜ୍ୟରେ ଏକ ବ୍ରାହ୍ମଣ ସଦନ ଉଦଘାଟନ ଅବସରରେ…