Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରୋଷରେ ନିଷିଦ୍ଧ ଡାଲି, ତେଲ, ମସଲା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ନିଷିଦ୍ଧ ସାମଗ୍ରୀ ବିଷୟରେ ଆଲୋଚନା କରିବା ଅବସରରେ ଆମେ ପାକଶାଳାରେ ନିଷିଦ୍ଧ ପରିବା ଓ ଶାଗ ବିଷୟରେ ଜାଣିଲେ। ବର୍ତ୍ତମାନ ଜାଣିବା ରୋଷରେ…

ଆଜି ପବିତ୍ର ବିଜୟା ଦଶମୀ: ଅଧର୍ମ ଉପରେ ହେବ ଧର୍ମର ବିଜୟ, ମହିଷାସୁରକୁ ବଦ୍ଧ କରିବେ ମହାମାୟା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ…

କେଦାରନାଥରେ ପୂଜାର୍ଚ୍ଚନା କଲେ ଜ୍ୟାକଲିନ୍‌

ମୁମ୍ବାଇ: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପୂଜାର୍ଚ୍ଚନା କଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫଣ୍ଣାଣ୍ଡିଜ୍ । ନିଜର ସାଙ୍ଗସାଥୀଙ୍କ ସହ ବାବା କେଦାରନାଥଙ୍କ ଦର୍ଶନ କରି ସୋସିଆଲ୍ ମିଡିଆରେ ଫଟୋ ସେୟାର କରିଛନ୍ତି ଜ୍ୟାକଲିନ୍ । ନିକଟରେ ନିଜକୁ ଅଭିନେତ୍ରୀଙ୍କ ପ୍ରେମିକ ବୋଲି ଦାବି କରୁଥିବା…

ମୁଣ୍ଡରେ ୩୧୯ କାଚଗ୍ଲାସ୍ ରଖି ବିଶ୍ୱ ରେକର୍ଡ

ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ସବୁକିିଛି କରିବାକୁ ପ୍ରସ୍ତତ । ପରବର୍ତ୍ତୀ ସମୟରେ ଏମିତି କିଛି କରି ଦେଖାନ୍ତି, ଯାହାକୁ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ନିକଟରେ ଜଣେ ବ୍ୟକ୍ତି ମୁଣ୍ଡରେ ୩୧୯ଟି କାଚଗ୍ଲାସ ରଖି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର ଭିଡ଼ିଓ ଏବେ…

ସବୁୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକାରେ ଅନନ୍ୟା

ମୁମ୍ବାଇ: ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ତଥା ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନନ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବଡ଼ ବ୍ୟାନରର ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇ ନାହାନ୍ତି ସତ କିନ୍ତୁ ଯେଉଁ…

ରିଲ୍ସ ପାଇଁ ଗଲା ଚାକିରି, ଦୁଇ ଦିନ ତଳେ ପାଇଥିଲେ ନିଯୁକ୍ତି

ଲକ୍ଷ୍ନୌ : ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ନିକଟରେ ୟୁପି ପୋଲିସରେ କାର୍ଯ୍ୟ କରୁଥିବା ଜଣେ ମହିଳା ପୋଲିସଙ୍କ ପାଇଁ ରିଲ୍ସ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି କାରଣରୁ…

ମିଜୋରାମ ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା କଂଗ୍ରେସ, ଜାଣନ୍ତୁ ଏଥିରେ କ’ଣ ରହିଛି?

ଆଇଜାୱଲ: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଘୋଷଣାପତ୍ର ଜାରି କରିଛି । ଏଥିରେ କୁହାଯାଇଛି ଯେ, ଯଦି ରାଜ୍ୟରେ ଦଳ କ୍ଷମତାକୁ ଆସେ ତେବେ ୭୫୦ ଟଙ୍କାରେ ଏଲପିଜି ସିଲିଣ୍ଡରର ସୁବିଧା, ମାସକୁ ୨ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା…

କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ କରାଯିବ: ଭୁପେଶ ବାଘେଲ

ଛତିଶଗଡ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ଘୋଷଣା କରିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସେ ତେବେ କୃଷକଙ୍କ ଋଣ ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ବାଘେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି କହିଛନ୍ତି, ପୂର୍ବ ପରି କଂଗ୍ରେସ…

ପାଲନପୁରରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ଦୁଇ ମୃତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାନ୍ଧୀନଗର: ଗୁଜୁରାଟର ପାଲନପୁରରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି। ବ୍ରିଜର ଭଙ୍ଗା ଅଂଶ ସିଧାସଳଖ ଟ୍ରାକ୍ଟର ଏବଂ ରିକ୍ସା ଉପରେ ପଡିଛି। ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବ୍ରିଜର ଭଙ୍ଗା ଅଂଶ ତଳେ ଜଣେ ବ୍ୟକ୍ତି ପୋତି ହୋଇଥିବାର ନଜର ଆସିଥିବା ବେଳେ ଉକ୍ତ ଘଟଣାରେ…

ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ଚେହେରାଙ୍କ ଅବସର

ଭୁବନେଶ୍ୱର: ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ଅବସର ଗ୍ରହଣ। 20 ଦିନ ବ୍ୟବଧାନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନ ଅବସର ଗ୍ରହଣ କରିଛନ୍ତି। ଜଣେ ସଚିବଙ୍କୁ ପ୍ରଶ୍ନ କରି ଚର୍ଚ୍ଚାକୁ ଆସି ନିଜ ଦ୍ବାରା ପ୍ରତିଷ୍ଠା ହୋଇଥିବା ଦୈନିକ ଖବରକାଗଜ ସମ୍ବାଦରୁ ଅବସର ଗ୍ରହଣ…