Latest Odisha News

ପ୍ୟାକେଟ ଭାବି ମଣିଷକୁ ଚିପି ଦେଲା ରୋବଟ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଣଳର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ମାନବ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ଏ ସମ୍ପର୍କୀତ ଏକ ଅଭାବନୀୟ ଘଟଣା ଘଟିଛି । ୟୋଙ୍ଗସାଙ୍ଗର ଏକ କୃଷି ଉତ୍ପାଦନ ବିତରଣ କେନ୍ଦ୍ରରେ କାର୍ଯ୍ୟକୁ ସହଜ କରିବା…

ଆନନ୍ଦ ପଣ୍ଡିତଙ୍କ ଆକ୍ସନ ଫିଲ୍ମରେ ଟାଇଗର

ମୁମ୍ବାଇ:ବଲିଉଡର ଆକ୍ସନ ଓ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରଫଙ୍କ କିଛି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନାହିଁ । ତଥାପି ଏହି ଆକ୍ସନ ଷ୍ଟାରଙ୍କ ଚାହିଦା କମି ନାହିଁ । ପ୍ରତିଷ୍ଠିତ ନିର୍ମାତା ଆନନ୍ଦ ପଣ୍ଡିତ ଓ ପରାଗ ସାଁଘବୀ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି…

ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଚିଲ, ଶାଗୁଣାଙ୍କୁ ବ୍ୟବହାର କରୁଛି ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ଏକ ମାସରୁ ଊର୍ଦ୍ଧ୍ୱ ଦିନ ହୋଇ ଗଲାଣି । ଏହି ଆକ୍ରମଣରେ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି କେତେକ ଲୋକ ନିଖୋଜ ଅଛନ୍ତି । ସେମାନେ ବଂଚିଛନ୍ତି କି ନାହିଁ ତାହା ଜାଣିବା ସହ ଉଦ୍ଧାର କରିବା ପାଇଁ ଇସ୍ରାଏଲ ସେନା ଅଭିନବ ଉପାୟ ଅବଲମ୍ବନ…

ପାକିସ୍ତାନରେ ଭାରତର ଶତ୍ରୁ ନିପାତ: ଲଶ୍କର କମାଣ୍ଡର ଅକରମ ଗାଜିକୁ ଗୁଳି କରି ହତ୍ୟା

ଇସଲାମବାଦ: ପାକିସ୍ତାନରେ ଭାରତର ଏକ ବଡ ଶତ୍ରୁ ନିପାତ । ଲସ୍କର ଏ-ତୈୟବାର ପୂର୍ବ କମାଣ୍ଡର ଅକରମ ଖାନ ଓରଫ ଅକରାମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଅକରମ ଜଣେ କଟ୍ଟର ଭାରତ ବିରୋଧୀ ଏବଂ ଭାରତ ବିରୋଧରେ ବିଷୋଦ୍ଗାର କରୁଥିଲେ । ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଲକ୍ସରର ଯୋଗ ଦେଇ…

କବିତା : ତୁମେ

ବନ୍ଦିତା ଦାଶ  ତୁମେ କେବେ ଆସ ଶ୍ୱେତ ସମ୍ଭାବନା ହୋଇ କେବେ ପୁଣି କୁହୁଡି ଚାଦର ଘୋଡି କାକରରେ ଗୋଟାପଣେ ଭିଜି ପାଚିଲା ଧାନ କିଆରୀ ଦେଇ ଆମ ଗାଁ ଆଡେ। ସୂର୍ଯ୍ୟ ଯେବେ ଲମ୍ବା ଲମ୍ବା ପାହୁଣ୍ଡ ପକାଏ ଭାରି ତରତର ହୋଇ ପଶ୍ଚିମର ମୁଣ୍ଡିଆକୁ ଛୁଇଁବାକୁ ଧାଏଁ , ପବନଟା ଭେଦୁଥାଏ…

ଭାଷା ଭାଗବତ : ଚୈତ୍ତିକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିଭ୍ରାଂତ ଅସ୍ଥିର ଚିଂତନ କରେ ସମସ୍ୟା ଉତ୍ପାଦନ ଅଭ୍ରାଂତ ନିର୍ଦିଷ୍ଟ ଚିଂତନ ଉତ୍ପନ୍ନ କରେ ସମାଧାନ ମନର ସ୍ବାର୍ଥବିହୀନତା ପ୍ରଗତି, ସମୃଦ୍ଧି ପ୍ରଦାତା କାର୍ଯ ହିଁ ପ୍ରକୃତ ପ୍ରାର୍ଥନା ହେଉ ଏ ସତ୍ୟ ଏବେ ଘେନା ଅହଂନାଶ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୪)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିଜକୁ ନିୟୋଜିତ କରିଥିବା ପୂଜକ/ଅର୍ଚ୍ଚକମାନଙ୍କ ଲକ୍ଷଣ ବିଷୟରେ ଆଲୋଚନା ଜାରିରହିଛି। ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେ କଳିଯୁଗର…

ଭାରତରେ ୨୦୨୬ ସୁଦ୍ଧା ଇ-ଏୟାର ଟାକ୍ସି: ୯୦ ମିନିଟର ରାସ୍ତା ପାଇଁ ଲାଗିବ ମାତ୍ର ୭ ମିନିଟ

ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ପ୍ରଥମ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ଦି Full-Electric Air Taxi । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ୨୦୨୬ ସୁଦ୍ଧା ପୂରା ଦେଶରେ ଇ-ଏୟାର ଟାକ୍ସି ସର୍ଭିସ ଆରମ୍ଭ କରିବା ଯୋଜନା କରୁଛି । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏହି ସେବା…

ସାରା ରାତି ବର୍ଷା ଦେଲା ପ୍ରଦୂଷଣରୁ ଆଶ୍ୱସ୍ତି: ଦିଲ୍ଲୀରେ ଏକ୍ୟୁଆଇ ସ୍ତର ୪୦୦ରୁ ୧୦୦କୁ ଖସିଲା

ନୂଆଦିଲ୍ଲୀ:ଦିବାଲି ପୂର୍ବରୁ ଦିଲ୍ଲୀବାସୀଙ୍କୁ ମିଳିଲା ଆଶ୍ୱସ୍ତି । କମିଲା ପ୍ରଦୂଷଣ । ଦିବାଲି ଭେଟି ଦେଲା ପାଣିପାଗ । ଦିଲ୍ଲୀ-ନଏଡାର ଅନେକ ଅଞ୍ଚଳରେ ସାରାରାତି ବର୍ଷା ଲାଗି ରହିଥିଲା । ପାଣିପାଗରେ ଏପରି ପରିବର୍ତ୍ତନ ପରେ ତାପାମାତ୍ରା ହ୍ରାସ ପାଇଛି । ଏଥିସହିତ ପ୍ରଦୂଷଣରୁ ମଧ୍ୟ…

ବିଜେଡି ଉପରେ ଜୋରଦାର ବର୍ଷିଲା ବିଜେପି; କହିଲା-ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡସେଟ ପାଇଁ ବ୍ୟାପୁଛି ଅରାଜକତା

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛି ବିଜେପି । ଓଡ଼ିଶାକୁ ଲ ଲେସ୍ ନେସ ରାଜ୍ୟ ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡ ସେଟ ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି । ଆଇନ ଶୃଙ୍ଖଳା ସ୍ଥିତି…