Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ମାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜକୁ କରିଲେ ବିଶ୍ବାସ ନିଶ୍ଚୟ ହୁଅଇ ବିକାଶ ସରଳ କରି ଲେଖୁଁ ଭାଷା ବଢ଼ାଉଁ ଲୋକଂକ ଭରସା ସରଳ କଲେ ଲେଖା ଲିପି ଭାଷା ପାରିବ ଶୀଘ୍ର ବ୍ୟାପି ଜଟିଳତାରୁ ଜାତ ବାଧା ପୂରାଏ ନାନା ଅସୁବିଧା ଭାଷା ନ କଲେ ବ୍ୟବହାର ବଢ଼େନି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଭିତରେ ଏମିତି କିଛି ସେବକ ଅଛନ୍ତି ଯେଉଁମାନଙ୍କ ସେବା ଏକ ନିର୍ଦ୍ଧିଷ୍ଟ ପରିସର ପାଇଁ କରାଯାଇଛି। କାରଣ ଏହି ଭଳି ସେବା ବା ସେବକଙ୍କ ବିଷୟରେ ଆମେ…

ମାଟ୍ରିକ ପରୀକ୍ଷା ସହିତ କ୍ୟାନସର ରୋଗ ବିରୋଧରେ ଛାତ୍ରୀଙ୍କୁ ସହଯୋଗ କରି ଚର୍ଚ୍ଚାରେ ଦିବାସ ସାର

ବରଗଡ଼: ଜଣେ ପ୍ରକୃତ ଶିକ୍ଷକର ଭୂମିକା ଗ୍ରହଣ କରି ଜଣେ ଯୁବକ ନିଜ ଛାତ୍ରୀକୁ କେବଳ କ୍ୟାନସର ସହ ଲଢ଼େଇ କରାଇ ନାହାନ୍ତି ବରଂ ଓଡ଼ିଶାର ବରଗଡ଼ରେ ମାଟ୍ରିକ୍ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ଯ କରାଇଛନ୍ତି। ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ସାଂକ୍ରି ଗ୍ରାମର ସୌଭାଗ୍ୟ ପଟେଲଙ୍କ ଗତବର୍ଷ ଆଣ୍ଠୁରେ…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ  ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା…

ଆଇପିଏଲ ଫାଇନାଲ ଗୁଜରାଟ ବନାମ ଚେନ୍ନାଇ, ମୁମ୍ବାଇର ଶୋଚନୀୟ ପରାଜୟ

ଅହମ୍ମଦାବାଦ: ଗୁଜରାଟ ଟାଇଟାନ୍ସ ପୁଣି ଥରେ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଟିମ୍ କ୍ୱାଲିଫାୟର-୨ରେ ପାଞ୍ଚ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଏକପାଖିଆ ଭାବେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଶୁଭମନ ଗିଲଙ୍କ ଶତକୀୟ ରେକର୍ଡ ଇନିଂସ…

ପଡ଼ି ରହିଥିବା ଗାଡି ଉପରେ ବିଏମସିର ନୋଟିସ, ସ୍ବାଗତ କଲେ ସହରବାସୀ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ପାର୍କିଂ ହେଉଥିବା ପରିତ୍ୟକ୍ତ ଗାଡ଼ିଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଛି। ସହରର ବିଭିନ୍ନ ଗଳିକନ୍ଦି ଏବଂ ବାଇଲେନ୍ ଗୁଡ଼ିକରେ ଅନେକ ଯାନବାହାନ ଦେଖିବାକୁ ମିଳୁଛି ଯେଉଁଥିରେ ଧୂଳିର ମୋଟା ଚାଦାର ଆବୃତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ବି ସମାନ ଭାବରେ ରାଗି ଚିତ୍କାର କଲା । ଏଥର ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରି ବୀରା ତଳକୁ ମୁହଁ ପୋତି ବସି ରହିଲା । ଆଉ ତାପରେ ସିଧା ସମୀରା ମୁହଁକୁ ଚାହିଁ ହସିଲା ଯଦିଓ ସେ ଜାଣିଥିଲା ଯେ ୟା…

ୟାସିନ ମଲ୍ଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହେଲା ଏନ୍‌ଆଇଏ

କାଶ୍ମୀର; ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ୟାସିନ ପୂର୍ବରୁ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ତାକୁ…

ରିଲିଜ୍ ହେଲା ‘ଶଳା ବୁଢାର ବଦଲା’: ରହିଛି ଭରପୁର କମେଡି ଓ ସସପେନ୍ସ

ଭୁବନେଶ୍ୱର: ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଶଳା ବୁଢାର ବଦଲା’ । ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତଏହି ଫିଲ୍ମର ପ୍ରିମିୟର ଶୋ ଭୁବନେଶ୍ୱରସ୍ଥିତ ସ୍ୱାତୀ ସିନେମା ହଲ୍‌ରେ ହୋଇଯାଇଛି । ଏହି ପ୍ରିମିୟର ଶୋ' ରେ ବହୁ କଳାକାର, ଓଡ଼ିଆ ସିନେ…

ହାତ,ଗୋଡ଼ କାଟିଦେଲେ ବି ମହିଳାଙ୍କୁ ହୁଏନି କଷ୍ଟ : କେବେ ବି କାନ୍ଦନ୍ତି ନାହିଁ

ସ୍କଟଲ୍ୟାଣ୍ଡ: ଯଦି ଆପଣ ଆଘାତ ପାଆନ୍ତି କିମ୍ବା ଶରୀରରେ କୌଣସି ଅସୁବିଧା ହୁଏ, ତେବେ ଆପଣ ଯନ୍ତ୍ରଣା ଅନୁଭବ କରିବା ସହ କାନ୍ଧିଥାନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ମହିଳା ଅଛନ୍ତି,ଯିଏ ଆଦୌ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ । ଯଦି ତାଙ୍କ ହାତ କିମ୍ବା ଗୋଡ କାଟି ଦିଆଯାଏ ବା ଗରମ ପାଣି ଓ…