ଆରୟନଙ୍କ ୱେବ୍ ସିରିଜ୍ ‘ଷ୍ଟାରଡମ’ ପାଇଁ ମିଳିଲେ ଅଭିନେତା, ନିଜେ ଦେବେ ନିର୍ଦ୍ଦେଶନା
ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ୍ ତଥା ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଏବେ ଚର୍ଚ୍ଚାରେ । ଆରୟନ୍ ଖୁବ୍ଶୀଘ୍ର ତାଙ୍କର ପ୍ରଥମ ୱେବ ସିରିଜ୍ ‘ଷ୍ଟାରଡ଼ମ’ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ସେ ନିଜେ ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଦେବେ । କିଛି ଦିନ ତଳେ ସେ ଏହାର…