‘ୟୁପି ରାଜନୀତି’, ବିଜେପି ସହ ଲଢୁଛି ବିଜେପି !
ଭୁବନେଶ୍ୱର: ଉତ୍ତରପ୍ରଦେଶରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ସଂସଦଠୁ ଆରମ୍ଭ କରି ବିଧାନସଭା ଓ ତୃଣମୂଳ ସ୍ତରର ନିର୍ବାଚନରେ ବିଜେପି ଅତି ଭଲ ପ୍ରଦର୍ଶନ କରିଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପରାଧୀ ଦମନ ମଡେଲକୁ ନେଇ ମଧ୍ୟ ଦେଶବ୍ୟାପୀ ଚର୍ଚ୍ଚା ହେଉଛି।…