Latest Odisha News

BREAKING NEWS

ଏମିତି ଏକ ଗାଁ: ଯେଉଁଠି ଝିଅ ପାଲଟି ଯାଉଛନ୍ତି ପୁଅ

ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ…

ଟିକେଟ ଥିବା ସତ୍ୱେ ରେସଲର ସାକ୍ଷୀ, ଭିନେଶଙ୍କୁ ଆଇପିଏଲ ମନା

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ଓ ବିନେଶ ଫୋଗଟଙ୍କ ସମେତ ୫ଜଣ ରେସଲରଙ୍କୁ ଟିକେଟ ଥିବା ସତ୍ୱେ ଆଇପିଏଲ ଦେଖିବା ପାଇଁ ଛଡା ଯାଇ ନାହିଁ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ…

ପିଏମ୍ ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପୋ

ନୂଆଦିଲ୍ଲୀ: ଜାପାନରେ ଜି-୭ ଶିଖର ସମ୍ମିଳନୀରେ ସାମିଲ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନି ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନି ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ…

ବିଶ୍ୱ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଲେ ଓଡିଶାର କଶିକା

ଭୁବନେଶ୍ୱର: ଗଲ୍ଫ ପ୍ରେମୀଙ୍କ ପାଇଁ ଖୁସି ଖବର । ଓଡିଶାର କଶିକା ମିଶ୍ର ୱାର୍ଲ୍ଡ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ମେ ୧୭ରୁ ୧୯ ପର୍ଯ୍ୟନ୍ତ ଦିଲ୍ଲୀରେ ଆମେୱ ନ୍ୟୁଟ୍ରିଲାଇଟ ଗଲ୍ଫ ଟୁରରେ ସେ ପ୍ରଭାବୀ ପ୍ରଦର୍ଶନ କରିବା ଯୋଗୁ ଏହି ସଫଳତା ହାତେଇଛନ୍ତି । ୧୬ ବର୍ଷୀୟା…

ନବୀନ ନିବାସରୁ ଗଲା ଫୋନ୍, ମନ୍ତ୍ରୀ ହେବେ ଆରୁଖଙ୍କ ସହ ସୁଦାମ ଓ ସାରଦା

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ୩ ଜଣ ସାମିଲ୍ ହେବେ ? ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ନିବାସରୁ ୩ ଜଣଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ…

ଖତ୍‌ରୋଁ କେ ଖିଲାଡ଼ିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ଅଭିନେତ୍ରୀ ଏଶ୍ୱର୍ଯ୍ୟା

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଷ୍ଟଣ୍ଟ୍ ଶୋ ଖତ୍‌ରୋଁ କେ ଖିଲାଡି ସିଜିନ୍ ୧୩ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ଅନେକ ଲୋକପ୍ରିୟ ଟିଭି ଅଭିନେତା ଅଭିନେତ୍ରୀ ସାମିଲ ହୋଇ ଶୋ’ରେ ଷ୍ଟଣ୍ଟ ଦେଖାଇବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ଏଶ୍ୱର୍ଯ୍ୟା ଶର୍ମା ଷ୍ଟଣ୍ଟ କରୁଥିବା ବେଳେ ଆହତ…

ନିଜର ସବୁ ଦାନ୍ତ ଖାଇଦେଲେ ଯୁବକ, ଶ୍ୱାସରୁଦ୍ଧ ହୋଇ ଭର୍ତ୍ତି ହେଲେ ଡ଼ାକ୍ତରଖାନାରେ

ନ୍ୟୁୟର୍କ : କିଛି ଖାଦ୍ୟ ଖାଇବା ସମୟରେ ସମସ୍ତେ ଯତ୍ନର ସହକାରେ ଖାଇଥାନ୍ତି । ଯଦି କେହି ନକଲି ଦାନ୍ତ ଲଗାଇଛନ୍ତି , ତେବେ ସେମାନେ କୌଣସି କଠିନ ଖାଦ୍ୟ ବା ଚଟାପଟ ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ଦନ୍ତ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି । କାରଣ ଦାନ୍ତ ନଷ୍ଟ ହେବାର ଆଶଙ୍କା ରହିଥାଏ ।…

ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅଙ୍କ ନିର୍ବନ୍ଧ ଶେଷ

ମୁମ୍ବାଇ: ବଲିଉଡର ଭେଟେରାନ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅ ତଥା ଅଭିନେତ୍ରୀ ଆଲିଆ କାଶ୍ୟପଙ୍କ ନିର୍ବନ୍ଧ ଶେଷ ହୋଇଛି । ତାଙ୍କର ଦୀର୍ଘ ଦିନର ପ୍ରେମିକ ସଚିନ ଗ୍ରେଗୋରଙ୍କ ସହ ନିର୍ବନ୍ଧ ହୋଇଛି । ଆଲିଆ ନିଜେ ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଆଲିଆ…

ଗ୍ରୀନଙ୍କ ବିସ୍ଫୋରକ ଶତକ, ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ମ୍ୟାଚରେ କାମେରୁନ ଗ୍ରୀନଙ୍କ ବିସ୍ଫୋରକ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଥିଲା । ଭିବ୍ରାଂଟ ଶର୍ମା ୬୯, ମୟଙ୍କ ଅଗ୍ରୱାଲ ୮୩ ଓ…

ବିଷାକ୍ତ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ବ୍ୟକ୍ତି, ତାଙ୍କ ସାହସ ଦେଖି ଲୋକେ ଆଶ୍ଚର୍ଯ୍ୟ

ସବୁ ପ୍ରାଣୀଙ୍କଠାରୁ ସାପ ହେଉଛି ଅତ୍ୟଧିକ ବିଷାକ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ । ଲୋକେ ଯେ କୌଣସି ସାପକୁ ନିଜ ଆଖପାଖରେ ଦେଖିବାକୁ ଚାହାଁନ୍ତି ନାହିଁ । ବାସ୍ତବରେ, ଦୁନିଆରେ ୯୮୮ ଟି ପ୍ରଜାତିର ସାପ ଅଛନ୍ତି । ଖାସ୍ କରି କେଉଁ ସାପ ବିଷାକ୍ତ ଓ କେଉଁ ସାପ ବିଷହୀନ ଜାଣିବା ସାଧାରଣ…