Latest Odisha News

BREAKING NEWS

ସାମାନ୍ୟ ବଚସାରୁ ପ୍ରେମିକାର ଗଳା କାଟି ଦେଲେ…

ଭୁବନେଶ୍ୱର: ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟରେ ରବିବାର ଦିନ ଦାର୍ଜିଲିଂର ଜଣେ ମହିଳାଙ୍କ ଗଳା କାଟିବା ନେଇ ଅଭିଯୋଗ ହୋଇଛି। ଯାହାପରେ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ବୁଦ୍ଧ ପାର୍କରେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କ…

ISI-Pakistan Link: ପାକିସ୍ତାନରୁ ଅର୍ଡର, ବିହାରରୁ ଅପରେସନ୍…

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଏବେ ଖୋଲୁଛି ଗୋଟେ ପରେ ଗୋଟେ ସତ...ଦିଲ୍ଲୀରୁ କାଶ୍ମୀର…ପାକିସ୍ତାନରୁ ତୁର୍କୀ, ମାଲେସିଆ ଯାଏଁ ଲମ୍ବିଛି ଷଡଯନ୍ତ୍ରର ସୂତ୍ର...ପାକିସ୍ତାନରେ ବସି, ଭାରତରେ ଅଶାନ୍ତି କରିବାକୁ ଚାଲିଥିଲା ଯୋଜନା...ବିସ୍ଫୋରକ, ବନ୍ଧୁକ…ଆଉ ଏବେ ବିହାରରେ…

world’s largest graveyard ବିଶ୍ୱର ସବୁଠାରୁ ବଡ଼ କବରସ୍ଥାନ, ଜାଣନ୍ତୁ କେଉଁଠାରେ ଅବସ୍ଥିତ…

ନୂଆଦିଲ୍ଲୀ:   ଯେପରି ପ୍ରତ୍ୟେକ ଧର୍ମର ଏକ ବିବାହ ପ୍ରକ୍ରିୟା ଅଛି, ସେହିପରି ପ୍ରତ୍ୟେକ ଧର୍ମର ମଧ୍ୟ ନିଜସ୍ୱ ଅନ୍ତିମ ସଂସ୍କାର ଅଛି। ହିନ୍ଦୁ ଧର୍ମରେ, ଶ୍ମଶାନରେ ଶବଦାହ କରାଯାଏ। ସେହିପରି  ଇସଲାମରେ  ଶରୀରକୁ ଏକ ଶ୍ମଶାନରେ କବର ଦିଆଯାଏ। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ବଡ଼…

“ନିଜର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢିପାରିବେ ଜେଲେନସ୍କି…”, ୟୁକ୍ରେନ ଶାନ୍ତି ଚୁକ୍ତି ନେଇ ଟ୍ରମ୍ପଙ୍କ ଚେତାବନୀ…

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଯୁଦ୍ଧ ନେଇ ୨୮ ସୂତ୍ରୀ ଶାନ୍ତି ଯୋଜନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶନିବାର ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ତାଙ୍କର ୨୮-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରିବାକୁ ଅନୁରୋଧ କରି ଥ୍ୟାଙ୍କସଗିଭିଂ ଦ୍ୱାରା…

Baby Elephant Dies: କୂଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ନୟାଗଡ଼ : କୂଅରେ ପଡି ଚାଲିଗଲା ଆଉ ଏକ ହାତୀ ଛୁଆର ଜୀବନ । ଏଭଳି ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରୁ । ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆଟିର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ…

ପାକିସ୍ତାନ ଧୋକା ଦେବା ପରେ ଭାରତ ଧରିଲା ଆଫଗାନିସ୍ତାନର ହାତ

ନୂଆଦିଲ୍ଲୀ:    ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ପ୍ରାୟ ସ୍ଥଗିତ ରହିଛି। ଏହି ସମୟରେ, ତାଲିବାନ ଭାରତ ଆଡକୁ ଢଳିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଧୀରେ ଧୀରେ ଗତି କରୁଛି। ଭାରତକୁ ଏହାର ସାମଗ୍ରୀ ବିକ୍ରି କରି ଆଫଗାନିସ୍ତାନ ସମୃଦ୍ଧ ହେଉଛି।  ଏକ ରିପୋର୍ଟ ଅନୁଯାୟୀ,…

ଦିଲ୍ଲୀରୁ ଫେରି ସିଧାସଳଖ ସରକାରୀ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତିନି ଦିନିଆ ବ୍ୟସ୍ତବହୁଳ ଦିଲ୍ଲୀଗସ୍ତରୁ ଫେରି ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍…

Nostradamus prediction: ଭୟଙ୍କର ହେବ ୨୦୨୫ର ଶେଷ!

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୫...ଭୟଙ୍କର ହେଉପାରେ ଏହି ବର୍ଷର ଶେଷ!...ଚମକାଇଲା ଭବିଷ୍ୟବାଣୀ…ପୁଣି ଫେରିବ କି କରୋନା ମହାମାରୀ? () କରୋନା ମହାମାରୀ ବା କିଏ ଭୁଲିପାରିବ । ସାରା ବିଶ୍ବରେ କୋକୁଆ ଭୟ ଖେଳିଯାଇଥିଲା । ଅନେକ ଲୋକ ନିଜର ପରିବାରଙ୍କୁ ହରାଇ ଆଜିବି ଶୋକରେ ।…

Black magic: ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇଲା ପୁଅ

କୋରାପୁଟ: ତନ୍ତ୍ର ସାଧନାରୁ ନୃଶଂସ ହତ୍ୟାକାଣ୍ଡ । ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇବାକୁ ପଛାଇଲା ନାହିଁ ପୁଅ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ । ପୁଅ ହେଲା ବଳରାମ ଖରା (୨୫)। ବୃଦ୍ଧା ମା'ହେଲେ ଭାନୁ ଖରା (୬୫)।…

୧୦୬ କିଲୋମିଟର ନନଷ୍ଟପ ଦୌଡି ରେକର୍ଡ କଲା ହ୍ୟୁମାନାଇଡ ରୋବାଟ ଏ୨

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ଟେକ୍ନୋଲୋଜିରେ କିପରି ଆଗରେ ରହିବେ ସେ ନେଇ ପ୍ରତିଦ୍ୱନ୍ଦ୍ୱୀତା କରିବାରେ ବ୍ୟସ୍ତ । ତେବେ ଏହି ଦୌଡରେ ଅବଶ୍ୟ ଚୀନ ଓ ଜାପାନ ଆଗରେ ରହିଛନ୍ତି । ଚୀନ କମ୍ପାନୀ ଏଜିବଟ ନିକଟରେ ହ୍ୟୁମାନାଇଡ ରୋବୋଟ ଏ୨ ପ୍ରସ୍ତୁତ କରିଥିଲା । ଏବେ ଏହି ରୋବୋଟ ଗିନିଜ ବୁକ ଅଫ…