Latest Odisha News

BREAKING NEWS

କବିତା : ନୀଳ ଜହ୍ନ

ରାଜ କିଶୋର ନାୟକ ତୁମେ ଆକାଶର ନୀଳ ଜହ୍ନ ସତ ମୁଁ ଧରଣୀ ଶ୍ବେତ କଇଁ ତୁମରି ଜୋଛନା ପରସ ପାଇ ମୁଁ ନିଶିଥେ ଉଠଇ ଚେଇଁ । ନୀଳାକାଶେ ତୁମେ ଧୂସର ବାଦଲ ମୁଁ ବୈଶାଖୀ ଶୁଷ୍କ ନଈ ଆଷାଢ ପ୍ରଥମ ଵରଷା ଛୁଆଁରେ ଧୀରେ ଧୀରେ ଯାଏ ବହି ତୁମେ ଆକାଶର....। ଫଗୁଣରେ ତୁମେ ମଳୟ ପବନ…

ଭାଷା ଭାଗବତ : ସତ୍ୟ-ସଂପୃକ୍ତ ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯା ନୁହେଁ ନିଜ ଅନୁଭୂତି ତାହା ହିଁ ଲେଖୁଥିଲେ ନିତି ହୁଏନି ଭାଷାର ଉନ୍ନତି ଜାଗେନି ମନେ ଭାଷା-ପ୍ରୀତି ପଠିତ କଥା ଲେଖି ପୁଣି ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି ଭାଷାର ବିକାଶ, ବର୍ଧନ ସ୍ଥଗିତ ରହେ ବହୁ ଦିନ ଯାଂତ୍ରିକ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି କ୍ରମରେ ଆମେ ଆଜି ଜାଣିବା କିଛି ଏମିତି ସେବକଙ୍କ ବିଷୟରେ ଯେଉଁମାନେ ଶ୍ରୀଜୀଉମାନଙ୍କ ପ୍ରତ୍ୟକ୍ଷ ସେବା ନକରିଲେ ମଧ୍ଯ ପରୋକ୍ଷ ସେବାରେ ଏହାଙ୍କ ଯୋଗଦାନ…

ବହୁ ଗୁଣକାରୀ ବେଲ ; ବେଲ ସରବତ ପିଇଲେ ମିଳିଥାଏ ଏହି ସବୁ ଫାଇଦା…

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ରହିଥାଏ । ତେଣୁ ଶରୀରର ଜଳର ଅଭାବକୁ ପୂରଣ କରିବାକୁ ବିଭନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସମସ୍ତ ଫଳ ମଧ୍ୟରୁ ବେଲ ଏପରି ଏକ ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳରୁ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଭୁବନେଶ୍ବର : ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରର ସଭା ଗୃହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ୨୦୨୩ ମସିହା ପାଇଁ ରଘୁନାଥ…

୨୫୦୦ ଟଙ୍କାରେ ନାଇଟ୍ ଆଉଟ୍‌: ଭରପୂର ମସ୍ତି କଲେ ତିନି ଭଉଣୀ

ଲଣ୍ଡନ: ସମୟ ବଦଳିବା ସହିତ ଲୋକଙ୍କ ଚଳଣି ଓ ମାନସିକତାରେ ଆସିଛି ଅନେକ ପରିବର୍ତ୍ତନ । ପୂର୍ବରୁ ପ୍ରଚଳିତ ମାନସିକତା ଆଧାରରେ ରାତିରେ କେହି ବି ବାହାରେ ବୁଲିବାକୁ ପସନ୍ଦ କରୁ ନ ଥିଲେ । ମୋଟ ଉପରେ ଘର ଓ ପରିବାର ଭିତରେ ବିନା ଅନୁମତିରେ ରାତିରେ ବାହାରେ ବୁଲିବା କିମ୍ବା ସମୟ କାଟିବାକୁ ଏକ…

ପାଣି ଭିତରେ ଅଙ୍କିତାଙ୍କୁ ଚୁମ୍ବନ ଦେଲେ ମିଲିନ୍ଦ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତା ମିଲିନ୍ଦ ସୋମନ ଏବେ ଖୁବ୍ ଚର୍ଚ୍ଚାରେ । ସେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ତାଙ୍କ ପତ୍ନୀ ଅଙ୍କିତା କନୱାରଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି । ସେଠାରେ ପାଣିଭିତରେ ପତ୍ନୀ ଅଙ୍କିତାଙ୍କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି ।…

ମିଗ ୨୧ର ସମସ୍ତ ଉଡାଣ ବନ୍ଦ କଲା ବାୟୁସେନା

ନୂଆଦିଲ୍ଲୀ: ମିଗ ବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ବାୟୁସେନା ଶନିବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ବର୍ତମାନ ଏହି ବିମାନର ସମସ୍ତ ପ୍ରକାର ଉଡାଣକୁ ବନ୍ଦ କରାଯାଇଛି । ମେ ୮ରେ ରାଜସ୍ଥାନର ହନୁମାନଗଡରେ ମିଗ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାହିଁକି ଏ…

ଥୁଆମୁଳ-ରାମପୁରରେ ଯୁକ୍ତ ୩ ଡିଗ୍ରୀ କଲେଜ ସଂପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଅଞ୍ଚଳ ଗସ୍ତ କରି…

ତୋଗଲକି ଶାସନ ସହ ନୋଟବନ୍ଦୀର ତୁଳନା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି, ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ…