Latest Odisha News

BREAKING NEWS

ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ: ଗ୍ରୁପ ସିରେ ଭାରତ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ହେବାକୁ ଥିବା ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ ୨ର ଡ୍ର ଶୁକ୍ରବାର ଘୋଷଣା କରାଯାଇଛି । ଭାରତ ଗ୍ରୁପ ସି’ରେ ସ୍ଥାନ ପାଇଛି । ଜାପାନ, ଭିଏତନାମ ଓ ଉଜବେକିସ୍ତାନ ପରି ଶକ୍ତିଶାଳୀ ଟିମ ସହିତ ଭାରତ ସ୍ଥାନ ପାଇଛି । ଭାରତର ର‌୍ୟାଙ୍କିଙ୍ଗ ୬୧ ଥିବା…

ଆସନ୍ତୁ ଜାଣିବା ୧୮ନମ୍ବର ସହ କୋହଲିଙ୍କ କଣ ରହିଛି ଖାସ ସମ୍ପର୍କ

ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୧୮ ନମ୍ବର ସହ ଏକ ଖାସ ସମ୍ପର୍କ ରହିଛି । ଏହି ନମ୍ବର ତାଙ୍କ ପାଇଁ ସର୍ବଦା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ଏପରିକି ହାଇଦ୍ରାବାଦ ବିପକ୍ଷରେ ସେ ୧୮ ତାରିଖରେ ଶତକ ମାରିଛନ୍ତି । ଏଥିସହ ଆଇପିଏଲରେ ସର୍ବାଧିକ ଶତକ ରେକର୍ଡ ମଧ୍ୟ ନିଜ…

ବେନାମୀ ସିମ୍ କାର୍ଡ ଯୋଗୁ ବଢ଼ୁଛି ସାଇବର ଅପରାଧ, ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ସାଇବର ଠକାମି ବଢ଼ୁଥିବା ବେଳେ ଏହାର ମୂଳ କାରଣ ହେଉଛି ବେନାମୀ ବା ଫ୍ରି-ଆକ୍ଟିଭେଟେଡ୍ ସିମ୍ । ଯାହାକୁ ନେଇ ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ କ୍ରାଇବ୍ରାଞ୍ଚ ଓ ସାଇବର କ୍ରାଇମ୍ ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତଥ୍ୟ ଅନୁସାରେ…

କୁମ୍ଭୀର ରକ୍ତ ପିଅନ୍ତି ବ୍ୟବସାୟୀ, ଚଢା ଦରରେ ବିକ୍ରି ହୁଏ ଏହି ରକ୍ତ

ଥାଇଲାଣ୍ଡ: ବଲିଉଡ ଅଭିନେତା ଅନିଲ କପୁର ଯୁବକ ରହିବାକୁ ସାପ ରକ୍ତ ପିଉଛନ୍ତି ବୋଲି କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏଥିରେ କେତେ ସତ୍ୟତା ଅଛି ଜଣାନାହିଁ । କିନ୍ତୁ ଥାଇଲ୍ୟାଣ୍ଡର ଜଣେ ବ୍ୟବସାୟୀ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଦୁଇଥର କୁମ୍ଭୀର ରକ୍ତ…

ଫ୍ରେଂଚ ଓପନ ଖେଳିବେନି ନାଡାଲ, ଅବସର ନେଇ ଦେଲେ ସୂଚନା

ନୂଆଦିଲ୍ଲୀ: ୨୦୨୩ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଷ୍ଟାର ଖେଳାଳି ରାଫେଲ ନାଡାଲ ଖେଳିବେ ନାହିଁ । ସ୍ପେନର ନାଡାଲ ସର୍ବାଧିକ ୧୪ ଥର ଫ୍ରେଂଚ ଓପନ ଟାଇଟଲ ହାସଲ କରିଛନ୍ତି । ୨୦୦୫ରେ ପଦାର୍ପଣ କରିବା ପରଠାରୁ ସେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ନାହିଁ । ଆଘାତ…

ଗେହଲଟଙ୍କ ପ୍ରତିଆକ୍ରମଣ, ଫସିଯିବେ ପାଇଲଟ !

ଭୁବନେଶ୍ୱର: ଗେହଲଟଙ୍କ ବିରୋଧରେ ଲଗାତର ଲଢେଇ ଜାରି ରଖିଥିବା ସଚିନ ପାଇଲଟ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ରାଜସ୍ଥାନ ଶିରୋହୀର ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ କୁହାଯାଉଥିବା ସନ୍ୟମ ଲୋଧା ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ଦୁର୍ନୀତି ବିରୋଧରେ ରାଜସ୍ଥାନ…

କାନ୍ସ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ପିନ୍ଧିଥିବା ଡ଼୍ରେସକୁ ନେଇ ଚର୍ଚ୍ଚା

ମୁମ୍ବାଇ: କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜ ଜଲୱା ଦେଖାଉଛନ୍ତି । ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବି ସାମିଲ ହୋଇଛନ୍ତି । ଆଉ ସେ ଯେଉଁଭଳି ପୋଷାକ ପିନ୍ଧି କାନ୍ସ ଫେଷ୍ଟିଭାଲରେ ଓହ୍ଲାଇଥିଲେ ତାହା ଲୋକଙ୍କୁ ପସନ୍ଦ ଆସି ନ ଥିବା ଜଣାଯାଇଛି । କାନ୍ସ ଫେଷ୍ଟିଭାଲର ତୃତୀୟ…

ଚକ୍ରବ୍ୟୁହରେ ସିଦ୍ଦରମେୟା, ଫସିବେ ନା ଖସିବେ ?

ଭୁବନେଶ୍ୱର: ବହୁ ପ୍ରତିଯୋଗିତା ମଧ୍ୟରେ ରେସରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଦାୟିତ୍ୱ ଗ୍ରହଣ ସହ ମନ୍ତ୍ରୀମଣ୍ଡଳ ଗଠନ ଓ ସମନ୍ୱୟ ରକ୍ଷା…

ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଭିଡିଓ କଲ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହଜରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ପ୍ଲେଅଫରେ ପ୍ରବେଶ କରିଛି । ଅନୁଷ୍କା ଅଧିକାଂଶ ସମୟ କୋହଲିଙ୍କ ମ୍ୟାଚ ଷ୍ଟାଡିୟମରେ ଉପଭୋଗ କରିବାକୁ ଭଲ ପାଇଥାନ୍ତି । ତେବେ ଏହି ମ୍ୟାଚ ସମୟରେ ସେ…

କର୍ଣ୍ଣାଟକ ପାଇଁ ନା ବିଜେପିକୁ ଦେଶରୁ ହଟାଇବାକୁ ‘ଶପଥ’?

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ସହ ରାତି ପାହିଲେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ପିସିସି ସଭାପତି ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବ କେବଳ କର୍ଣ୍ଣାଟକରେ କଂଗ୍ରେସ…