ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ ବିଷୟରେ ଆଲୋଚନା କରିବା ସମୟରେ ଆମେ କିଛି ବର୍ତ୍ତମାନ ପ୍ରଚଳିତ ସେବା ଓ କିଛି ଆଗରୁ ପ୍ରଚଳିତ ଥିବା ଓ ବର୍ତ୍ତମାନ ବନ୍ଦ ହୋଇ ଯାଇଥିବା ସେବା…