ଶିଶୁ କବିତା : ଧାନକ୍ଷେତ
ତରୁଣ କୁମାର ମିଶ୍ର
ଆହା କି ସୁନ୍ଦର ସୁନାର ଫସଲ
ପବନରେ ଦୋଳାୟିତ ,
କାକର ଭିଜାରେ ପୂର୍ଣ୍ଣଗଭା ହୋଇ
ଖିଲି ଖିଲି ହସେ କ୍ଷେତ ।
ସବୁଜ ପତ୍ରର ସମ୍ଭାରରେ ଥାଇ
ସୁନେଲି ଧାନର କେଣ୍ଡା ,
କ୍ଷେତକୁ ହସାଏ ମନ ମୋହିନିଏ
ତା' ର ରୂପକାନ୍ତି ଆଭା ।
ଧାନକ୍ଷେତ ପରେ ହିଡ଼ମୁଣ୍ଡେ ବସି…