ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଦୁର୍ଘଟଣା: ୧୫ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଆହତ
ରାୟଗଡ଼ା: ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଲାଇନଚ୍ୟୁତ। ବିଜୟନଗରମ ଆଲୋମଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କିଛି ବଗି ଟ୍ରେନ ଟ୍ରାକ ବାହାରେ ପଡିଛି। ୩ଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ…