ରୟାଲ ଟାଇଗର ମୁଁ…ଭୋକରେ ମରିଯିବ କିନ୍ତୁ ଘାସ ଖାଇବିନି-ତାରା ବାହିନୀପତି
ଭୁବନେଶ୍ୱର: ଭାଲୁ ବାହିନୀ ପତି ରୟାଲ ଟାଇଗର । କେବେ କେଉଁ ଦଳକୁ ଯିବାର ନାହିଁ । ରୟାଲ ଟାଇଗର ମୁଁ । କୂତା ହେବାର ନାହିଁ । ଶେର ଭୁକା ମରଯାଏଗା, ଲେକିନ ଘାସ ନେହିଁ ଖାଏଗା । କୋଇ ମାଇକାଲାଲ ନେହିଁ ବୋଲେଗା କି ହମ କିସ ଦଲ ମେ ମିଲ ଜାଏଗା।’ ଆଜି ଏମିତି କହି ବର୍ଷିଛନ୍ତି କଂଗ୍ରେସ…