ଏର୍ନାକୁଲାମରେ ବୋମା ବିସ୍ଫୋରଣ, ଘଟଣାସ୍ଥଳରେ ଉପସ୍ଥିତ ଥିଲେ ୨ ହଜାର ଲୋକ
କେରଳ: ସମ୍ମିଳନୀ କକ୍ଷରେ ବୋମା ବିସ୍ପୋରଣ । କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କୋଚିର କଲାମସେରୀ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି । କ୍ରିଷ୍ଟିଆନ୍ ମାନଙ୍କ ପ୍ରାର୍ଥନା ସଭା ଚାଲିଥିବା ବେଳେ ବଡ ଧରରୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା…