ଟି୨୦ ପାଇଁ ନେହେରା ଥିଲେ ପ୍ରଥମ ପସନ୍ଦ: ରିପୋର୍ଟ
ନୂଆଦିଲ୍ଲୀ: ବିସିସିଆଇ ରାହୁଲ ଡ୍ରାଭିଡ ଏବଂ ସପୋର୍ଟିଂ କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି । ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି ପଛରେ ରୋହିତ ଶର୍ମା ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ସେମାନେ ଏକା ଜିଦ ଧରିଥିଲେ କୋଚ ଭାବେ ଡ୍ରାଭିଡଙ୍କ…