Latest Odisha News

BREAKING NEWS

୧୩ରେ ନିର୍ବନ୍ଧ: ଏକାଠି ଦିଲ୍ଲୀ ଗଲେ ରାଘବ-ପରିଣୀତି

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ମଙ୍ଗଳବାର ଉଭୟ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛନ୍ତିି । ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ , ଉଭୟଙ୍କ ନିର୍ବନ୍ଧ ଆସନ୍ତା ୧୩…

ପୋଷା କୁକୁର ବାଟରେ ମଳତ୍ୟାଗ କଲେ ମାଲିକ ପୋଛିବେ: କଟକଣା ଜାରିକଲା ବିଏମସି

ଭୁବନେଶ୍ୱର: ପୋଷ କୁକୁରକୁ ନେଇ କଟକଣା ଜାରିକଲା ବିଏମସି । ଏଣିକି ପୋଷା କୁକୁର ରଖିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଖାଲି ପଞ୍ଜୀକରଣ ନୁହେଁ, ନବୀକରଣ ବି କରିବାକୁ ପଡିବ । ବିଏମସି ପକ୍ଷରୁ ଲାଗୁ କରାଯାଇଥିବା ଆଇନ ମାନିବାକୁ ପଡିବ । ନ ମାନିଲେ ମାଲିକ ବନ୍ଧା ହେବେ ବୋଲି ବିଏମସି…

କୁନୋ ନ୍ୟାସନାଲ୍ ପାର୍କରେ ଆଖି ବୁଜିଲା ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତା

ଭୋପାଳ: ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ଚିତାଙ୍କ ମଧ୍ୟରେ ଲଢେଇରେ ଜୀବନ ହାରିଛି ଚିତା ‘ଦକ୍ଷା’ ଆଖି ବୁଜିଛି । ଦକ୍ଷିଣ ଆଫ୍ରିକାର ନାମିବିଆରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହେଲାଣି । ଗତମାସରେ କୁନୋ ଜାତୀୟ…

ବିବାହ ସମୟରେ କନ୍ୟା ପିନ୍ଧିଲେ ଅଜବ ଡ଼୍ରେସ, ଅତିଥି ହେଲେ ଆଶ୍ଚର୍ଯ୍ୟ

ଅଷ୍ଟ୍ରେଲିଆ: ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏଥିଲାଗି ଅନେକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରନ୍ତି । ଖାସ୍ କରି କନ୍ୟା କିପରି ଶାଢୀ ପିନ୍ଧିବ, କେମିତି ମେକ୍‌ଅପ ହେବ ସେ ନେଇ ବେଶୀ ଗୁରୁତ୍ୱ ଦେଇଥାଏ । ହେଲେ ଜଣେ ଯୁବତୀ ବିବାହ ସମୟରେ ଏପରି ଡ଼୍ରେସ ପିନ୍ଧିଛନ୍ତି, ଶେଷରେ…

କାଚ ଭାଙ୍ଗି ଇମ୍ରାନଙ୍କୁ ଉଠାଇ ନେଲେ ରେଞ୍ଜର: ସାମ୍ନାକୁ ଆସିଲା ଭିଡିଓ

ଇସଲାମାବଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରି ନେଇଛନ୍ତି । ଗିରଫ ସମୟରେ ଇମ୍ରାନଙ୍କ ଓକିଲଙ୍କୁ ଆକ୍ରମଣ ହୋଇଛି । ଏଥିରେ ସେ ଲହୁଲୁହାଣ ହୋଇଛନ୍ତି…

ବଦଳିବ ଭାରତୀୟ ସେନାର ଡ୍ରେସ କୋଡ

ନୂଆଦିଲ୍ଲୀ: ବଦଳିବ ଭାରତୀୟ ଆର୍ମିର  ଡ୍ରେସ କୋଡ । ଇଣ୍ଡିଆନ ଆର୍ମିର ୟୁନିଫର୍ମ ବଦଳିବ ଏବଂ ଗୋଟିଏ ପ୍ରକାର ୟୁନିଫର୍ମ ଲାଗୁ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏଣିକି ବ୍ରିଗ୍ରେଡିୟର ଏବଂ ଏହାର ଉପର ରାଙ୍କର ଅଧିକାରୀମାନଙ୍କ ପାଇଁ ଆସିବ ଗୋଟିଏ ପ୍ରକାର ୟୁନିଫର୍ମ । ତେବେ ସେନାର…

ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଏସିଆ କପ ଆୟୋଜନ ନେଇ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ହାତରୁ ଆୟୋଜକ ଅଧିକାର ଛଡେଇ ନେଇଛି । ପୂର୍ବ ରିପୋର୍ଟ ଅନୁସାରେ ୟୁଏଇରେ ଭାରତ-ପାକିସ୍ତାନ ମ୍ୟାଚ ଖେଳା ଯାଇଥାନ୍ତା ଏବଂ ଅନ୍ୟ ମ୍ୟାଚ ସବୁ ପାକିସ୍ତାନରେ ଆୟୋଜିତ ହୋଇଥାନ୍ତା ।…

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମାବଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତହରୀକ-ଇ-ଇନସାଫର ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ । ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରି ନେଇଛନ୍ତି । କୁହାଯାଉଛି, ଇମ୍ରାନ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀ ମେଜର ଜେନରାଲ…

୨୦୨୭ ସୁଦ୍ଧା ବ୍ୟାନ ହୋଇପାର ଡିଜେଲ ଗାଡ଼ି

ନୂଆଦିଲ୍ଲୀ: ରାସ୍ତାରେ ଆଉ ଗଡି ପାରିବନି ଡିଜେଲ ଗାଡି । ୨୦୨୭ ସୁଦ୍ଧା ବନ୍ଦ ହୋଇପାରେ ଡିଜେଲ ଗାଡି ଚଳାଚଳ । ଡିଜେଲ ଗାଡି ଚଳାଚଳ ଉପରେ କଟକଣା   ଲଗାଇ ପାରନ୍ତି ସରକାର । ଏଣିକି ଡିଜେଲ ଗାଡି ବଦଳରେ ଇଲେକ୍ଟ୍ରି ଏବଂ ଗ୍ୟାସ ଚାଳିତ ଗାଡି ଚଳାଚଳ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏ ନେଇ…

ଆଜି ୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ : ଆଜି କୋରାପୁଟ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । ଜୟପୁର ଜାତୀୟ ରଜପଥ ୨୬ ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଆଜି କୋରାପୁଟ ଜିଲ୍ଲା ବନ୍ଦ…