Latest Odisha News

BREAKING NEWS

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ମିଲେଟ୍ସ ଖାଦ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…

ତିନି ଆଇପିଏସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର: ବୁଧବାର ଓଡ଼ିଶା ସରକାର ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେବା ନେଇ ଘୋଷଣା କରିଛନ୍ତି। ତିନି ଅଧିକାରୀ ଅରୁଣ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ, ଓ୍ୱାଇ. ବି. ଖୁରାନିଆ ସମସ୍ତେ ୧୯୯୦ ବ୍ୟାଚର। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ…

୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବୁଧବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଥିଲେ। ପୂର୍ବତନ ଆଇଏଏଫ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ କରିଥିବା ମାମଲାରେ ଗୋଳନ୍ଥରା ଥାନାରେ…

ପ୍ରଚାର ବେଳେ ବିଜେପି ବିଧାୟକଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ଅଭିଯୋଗ

ଝାରସୁଗୁଡା: ବୁଧବାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଳରେ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଓ ଟେକାପଥର ମାଡ଼ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ…

ପରିଣୀତି-ରାଘବ ଏକାଠି ଦେଖିଲେ ଆଇପିଏଲ ମ୍ୟାଚ : ଭିଡ଼ିଓ ଭାଇରାଲ

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ବୁଧବାର ଉଭୟ ଆଇପିଏଲ ମ୍ୟାଚ ଦେଖୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ଭାଇରାଲ ହେଉଛି । ବୁଧବାର ମୋହାଲି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ହୋଇଥିଲା…

ହୋମିଓପାଥିର ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସା ପ୍ରଣାଳୀ ସୃଷ୍ଟି ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସା ସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳି ଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି । ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ…

ଭାରତର ଅଭିବୃଦ୍ଧି ଯୋଜନା ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତର ଆର୍ଥିକ ବିକାଶ ଏବଂ ଚିର ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ  ଫିକି ଦ୍ୱାରା ପ୍ରସ୍ତୁତ "ନ୍ୟୁ-ଏଜ ଏନର୍ଜି ମିନେରାଲ" ଶୀର୍ଷକ ଏକ ରିପୋର୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଫିକ୍କି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ…

ମାଉଣ୍ଟ ଏଲବ୍ରସ ଆରୋହଣ କଲେ ସିଦ୍ଧାର୍ଥ, ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ୟୁରୋପର ସବୁଠୁ ଉଚ୍ଚ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି । ଋଷର ସବୁଠୁ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରସର ଉଚ୍ଚତା ୫୬୪୨ ମିଟର ତଥା ୧୮ ହଜାର ୫୧୦ ଫୁଟ୍ । ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିବା ସହ ସିଦ୍ଧାର୍ଥ…

ମେଟ୍ରୋ ଟ୍ରେନ୍‌ରେ ସିଟ୍ ପାଇଁ ନାଟକ କଲେ ଯୁବକ, ଲୋକେ ଛାନିଆରେ ଛାଡ଼ିଦେଲେ

ଦିଲ୍ଲୀ : ବଡ଼ ବଡ଼ ସହରରେ ଅଧିକାଂଶ ଲୋକେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି । ଅଧିକାଂଶ ଟ୍ରେନରେ ଲୋକେ ସିଟ୍ ନ ପାଇ ବେଶୀ ହଇରାଣ ହୋଇଥାନ୍ତି । ସିଟ୍ ନ ମିଳିବାରୁ ଜଣେ ଯୁବକ ଏମିତି କିଛି କରି ବସିଲେ, ଯାହାକୁ ଦେଖିଲେ ଆପଣ ହସି ହସି ଗଢିଯିବେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ…

ଚାକିରି ପାଇଁ ରିଜ୍ୟୁମ୍ ପଠାଇଲେ ଯୁବତୀ, ୨୦ ମିନିଟରେ ହେଲା ପ୍ରତ୍ୟାଖ୍ୟାନ, କମ୍ପାନୀ ଦେଲା କୌତୁହଳପୂର୍ଣ୍ଣ ଉତ୍ତର

ଚାକିରି ଖୋଜିବା ହେଉଛି ଦୁନିଆର ସବୁଠାରୁ କଠିନ କାର୍ଯ୍ୟ । ବିଶେଷକରି ଯେତେବେଳେ ଏହା ଦେଖାଯାଏ ଯେ ଆପଣ ବାରମ୍ବାର ଆବେଦନ କରୁଛନ୍ତି ଏବଂ କୌଣସି କମ୍ପାନୀରୁ କିଛି ପ୍ରତିକ୍ରିୟା ଆସୁନାହିଁ । ସମସ୍ତ ଉଦ୍ୟମ ସତ୍ତ୍ୱେ୍ୱ ସାକ୍ଷାତକାର ପାଇଁ ବି ଡ଼ାକୁ ନାହାନ୍ତିଁ । ଏମିତି ଏକ ଘଟଣା ଜଣେ…