୮ ତାରିଖରେ କୋର୍ଟରେ ହାଜର ହେବାକୁ ଅର୍ଚ୍ଚାନ ନାଗର ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ଗିରଫଦାରୀ ଭୟରେ କୋର୍ଟରେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖୁଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଝଟକ। ଖୁବଶୀଘ୍ର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା।
ଶ୍ରଦ୍ଧାଞ୍ଜଳି…